ପହଲଗାମ ହମଲା: ୧୦ ଲକ୍ଷ ସହାୟତା ଜାରି
ଜମ୍ମୁ – କାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର ସହାୟତା ଘୋଷଣା କରିଛନ୍ତି ସରକାର । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସମସ୍ତ ସେନା ଗଠନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁ-କାଶ୍ମୀରର ଏଲଓସି ଏବଂ!-->…
