Odia News Portal

ଚର୍ଚ୍ଚାକୁ ଫେରିଲା ମମିତା ‌‌ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ

କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ପୁଣି ଥରେ ଆଲୋଚନାକୁ ଫେରିଛି। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଗୋବିନ୍ଦଙ୍କ ପରିବାର। ଘଟଣାର…

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ପଲଙ୍କ ବିଜେ ପୂର୍ବରୁ ଆଳତି

ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି। ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି। ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନ କରି ଆଳତି…

ବିଳମ୍ବିତ ରାତ୍ରରେ ମା ମଙ୍ଗଳା ତୀରକମାଣ ବେଶ ରେ ଦର୍ଶନ ଦେଲେ। ଆଜି ମା ଙ୍କ କାର୍ତିଖର୍ପର ବା କାର୍ତାୟିନୀ ବେଶ…

ବିଳମ୍ବିତ ରାତ୍ରରୁ ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ତୀରକମାଣ ବେଶରେ ଦର୍ଶନ ଦେଉଛନ୍ତି। ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ…

ଦୁର୍ଗାପୂଜା ସମୟରେ ଦୁର୍ଘଟଣା ରୋକିବା ପାଇଁ ବୁଲା ଗୋରୁଙ୍କୁ ସ୍ଥାନାନ୍ତରଣ କଲା ବିଏମସି

ଦୁର୍ଗାପୂଜା ପୂର୍ବରୁ ସହର ଉପକଣ୍ଠରେ ଥିବା ଏକ ଗୋଶାଳାକୁ ପ୍ରାୟ ୨୦୦ଗୋରୁଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଯାହାଫଳରେ ପର୍ବ ସମୟରେ ଲୋକେ ରାସ୍ତାରେ ବୁଲୁଥିବା ଗୋରୁଙ୍କ ଦ୍ୱାରା ଆଉ ଅସୁବିଧାରେ ପଡ଼ିବେ ନାହିଁ ଏବଂ ଟ୍ରାଫିକ ସମସ୍ୟା ହେବ ନାହିଁ। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍…

ସେପ୍ଟେମ୍ବର ୨୯ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱରର ୟୁନିଟ୍ V ସ୍ଥିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସେପ୍ଟେମ୍ବର ୨୯ (ସୋମବାର) ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସରକାରୀ ଛୁଟି ଦିନ ପଡୁଥିବାରୁ…

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ବଢ଼ିବ ରୋଜଗାର । ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା । ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା…

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡାରେ ପହଞ୍ଚିଲେ ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି । ବିମାନବନ୍ଦର ବାହାରେ…

ଆଜିଠୁ ଦେଶବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ୪ଜି: ଝାରସୁଗୁଡ଼ାରୁ ଉଦ୍‌ଘାଟନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ୪ଜି ସେବା ଆରମ୍ଭ କରିବେ। ଫଳରେ ଆସନ୍ତାକାଲିଠାରୁ ସାରା ଦେଶରେ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଉପଲବ୍ଧ ହେବ। ସି-ଡଟ୍‌ କୋର୍‌, ତେଜସ୍‌ ନେଟ୍‌ୱର୍କସ୍‌ ଓ ଟିସିଏସ୍‌ ଭଳି…

ଆଉ ଆକାଶରେ ଉଡ଼ିବନି MIG-21

ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର…

ସୁସ୍ଥ ହେଉଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଏମ୍ସର ଜେନେରାଲ ୱାର୍ଡକୁ ସ୍ଥାନାନ୍ତରିତ

ଲୋକପ୍ରିୟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରିବାର, ଅନୁଗାମୀ ଏବଂ ଶୁଭେଚ୍ଛୁମାନଙ୍କ ପାଇଁ ଖୁସିର ଖବର । ଶ୍ରୀ ମଜୁମଦାର ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ AIIMS ଭୁବନେଶ୍ୱରର ସାଧାରଣ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି।AIIMS…