Odia News Portal

ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ

କରୋନା କବଳରେ ରାଜଧାନୀ, ସଂକ୍ରମିତ ୪୦୦ ପାର୍

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ । ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରେମଡେସିଭିର ଇଞ୍ଜେକ୍ସନ ମୂଲ୍ୟ ହ୍ରାସ

ନୁଆଦିଲ୍ଲୀ : କରୋନା ରୋଗିଙ୍କ ଚିକିତ୍ସା ପାଇଁ ରେମଡେସିଭିର ଇଞ୍ଜେକ୍ସନ ଜରୁରୀ ହୋଇପଡିଥିବାବେଳେ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ ପୁର୍ବରୁ ରୋକ ଲଗାଇ ଥିଲା ବେଳେ ଏହାର କିପରି କଳା ବଜାରି ନହୁଏ ସେଥିପ୍ରତି ମଧ୍ୟ ନିର୍ଦେଶ ରହିଛି । ତେବେ ୧୦୦ ମିଲି ଗ୍ରମ୍ ରେମଡେସିଭିର

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ସରିଲା କୁମ୍ଭ ମେଳା

ହରିଦ୍ୱାର: ସମାପନ ଘୋଷଣା ହେଲା କୁମ୍ଭ ମେଳା । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରତୀକାତ୍ମକ ଘୋଷଣା କରାଯାଉ ବୋଲି ନିବେଦନ କରିଥିଲେ । ବନ୍ଦ ନେଇ ଜୁନା ଆଖଡର ସ୍ୱାମୀ ଅବଦେଶାନନ୍ଦ ଗିରି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶର ହରିଦ୍ୱାରରେ ଚାଲୁଥିବା

ପ୍ରେମରେ ବିଫଳ କିନ୍ନରଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଗାଁ ନିକଟ ରେଳ ଧାରଣାରୁ ଜଣେ କିନ୍ନରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ କିନ୍ନର ଜଣକ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଗାଁର ଫତୁଆ ଜେନା

ରାଜଧାନୀରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ

*ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ | *ଭୁବନେଶ୍ଵରରେ ପ୍ରାୟ ୨୫ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଛି | *୩୫ଟି ପିସିଆର ଏବଂ ୧୫ଟି ମନିଟରିଂ ପିସିଆର ସହରରେ ପାଟ୍ରୋଲିଂ କରିବେ |

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧଦିବସ

ଭୁବନେଶ୍ୱର: ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ |ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧଦିବସ । ଏନେଇ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରାଯାଇଥିଲା । ବରିଷ୍ଠ ବିଜେଡି ନେତା

ଗ୍ରାମାଞ୍ଚଳ ବିଦ୍ୟୁତକରଣକୁ ଶକ୍ତିମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଆଜି ଗ୍ରୀଡ଼କୋ ସମ୍ମିଳନୀ କକ୍ଷରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। କ୍ୟାପଟେନ ମିଶ୍ର ଶକ୍ତି ବିଭାଗରେ 5-‘ଟି’ ଓ ‘ମୋ