Odia News Portal

୮ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଅସାବଧାନତା ପାଇଁ ଦିନକୁ ଦିନ ଅଘଟଣ ବଢ଼ିବାରେ ଲାଗିଛି। ଆଜି ସମୁଦ୍ରରେ ସ୍ନାନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ୮ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରାଯାଇଛି । ୬ ଜଣ ବଙ୍ଗୀୟ ଓ ୨ ଜଣ ଓଡିଶାର

୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ ହୋଇଛି। ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ବେଳେ ଅଭିଯୁକ୍ତ ଅକ୍ଷୟ ଜେନାକୁ ଧରିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପୋଲିସ। ଏକ ଡକାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା।

ପୋଲିସକୁ ସଫଳତା ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ

ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ନଗିରା ପଞ୍ଚାୟତ ର ଶିବିଡା ନିକଟସ୍ଥ ଏକ ପାହାଡିଆ ଅଞ୍ଚଳରେ ଗତକାଲି ଲକ୍ଷାଧିକ ଟଙ୍କାର ଅଫିମ ଗଛ ସବୁକୁ ପୋଲିସ ଠାବ କରି ତାକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଖବର ରୁ ଜଣାଯାଏ ପାଳଲହଡା ର ଉକ୍ତ ପାଉଡି ଭୂୟାଁ ଅଞ୍ଚଳ ଗୁଡିକ ଘଞ୍ଚ

ଆଟାକିଙ୍ଗ ମୋଡ଼ରେ ଶାସକ-ବିରୋଧୀ ସଦସ୍ୟ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ତେବେ ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ

ଶତାବ୍ଦୀ କୋଚ୍‌ରେ ନିଆଁ

ନୂଆଦିଲ୍ଲୀ : ଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ । ନୂଆଦିଲ୍ଲୀରୁ ଡେରାଡୁନ୍‌ ଯାଉଥିବା ଯାତ୍ରୀବାହୀ ଏକ କୋଚ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍‌କୁ କଂସରୋ ରେଳ ଷ୍ଟେସନ୍‌ରେ ଅଟକାଇ ଯାଇପାରିଥିଲା । ଏହା ପରେ ରାଜାଜୀ ଟାଇଗର୍‌

ପୋଲିସ ମୁଣ୍ଡ ଜାମ : ସିଜ୍ କାରରେ ମୃତଦେହ

ଭୁବନେଶ୍ବର ୧୩।୩:  ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ରହିଥିବା ସିଜ୍ ହୋଇଥିବା ଏକ କାର୍ ମଧ୍ୟରୁ

ଟିକାକରଣ ଅଭିଯାନରେ ରତନ ଟାଟା

ନୁଆଦିଲ୍ଲୀ: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଶିଳ୍ପପତି ରତନ ଟାଟା। ସେ ଆଜି ଟିକାର ପ୍ରଥମ ଡୋଜ ନେଇଛନ୍ତି। ପ୍ରଥମ ଡୋଜ୍‌ ନେବା ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା କହିଲେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତେ