ଧର୍ମେନ୍ଦ୍ର, ନଵୀନ ଓ ନିରଞ୍ଜନଙ୍କ ପାଇଁ ପରୀକ୍ଷା ! ୧୯ ରାଜନୀତିରେ ଅଡୁଆ ହିଁ ଅଡୁଆ : ବିଦ୍ରୋହୀଙ୍କ ଉପରେ ନଜର
ଭୁବନେଶ୍ବର : ୨୦୧୯ ଏପ୍ରିଲ-ମେରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ୨୦୧୮ରୁ ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଢେର୍ କସରତ ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରସ୍ତୁତ କରିଥିବା ଭିତ୍ତିଭୂମିକୁ ଆଧାର କରି ୨୦୧୯ ନିର୍ବାଚନର ସାମ୍ନା…
