ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ; କିଛି ଘଣ୍ଟା ଭିତରେ ଉଦ୍ଧାର
ବଡ଼ ଖବର। ପୁଣି ୮ ବର୍ଷର ପିଲାକୁ ଅପହରଣ । କିଛି ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପିଲାକୁ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁସାରେ, ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା!-->!-->!-->…
