Odia News Portal

ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବୁଧବାର ଦିନ ଶେଷ ହୋଇଛି। ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତର ଦିନକ ପୂର୍ବରୁ ଶେଷ ହୋଇଛି। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। ତେବେ ବାଚସ୍ପତି ସୁରମା ପାଢ଼ୀ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ପୂଜା ପାଇଁ ଆଗୁଆ ମିଳିବ ଦରମା

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର…

ସୀମାନ୍ତରେ ଯବାନ- ମାଓବାଦୀ ଗୁଳିବିନିମୟ: ତିନି ମାଓବାଦୀ ନିହତ, ବିପୁଳ ମାରଣାସ୍ତ୍ର ଜବତ

ଆଜି ସକାଳୁ ଝାରଖଣ୍ଡ ପୁଲିସ, ଯବାନ ଓଡ଼ିଶା- ଝାରଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ରାଉରକେଲା ବିଶ୍ରl ଠୁ ପ୍ରାୟ ୭୦ କିମି ଦୂର ଗୁମଲା ଜିଲ୍ଲାର ବିଶୁନପୁର ଥାନା ଅଞ୍ଚଳରେ ଝାରଖଣ୍ଡ ଜାଗୁଆର ଓ ଗୁମଲା ପୁଲିସ ସମେତ ସୁରକ୍ଷା ବାହିନୀ ଏବଂ ଝାରଖଣ୍ଡ ଜନ…

ଭାରତ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିପାରିବ: ମେଲୋନି

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଜିଓର୍ଜିୟା ମେଲୋନି…

ବାଲି  ମାଫିଆଙ୍କ ଯୋଗୁଁ ଲିନହେବାକୁ ବସିଲାଣି ସାଳନ୍ଦୀ ନଦୀ କୂଳରେ ଥିବା ୮ ଗାଁ  

ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସାଳନ୍ଦୀରେ ଲୀନ ହେବ ଭଦ୍ରକ ଜିଲ୍ଲାର ବନ୍ତ ତହସିଲ ଅଧୀନ ଗୋପିନାଥପୁର ପଞ୍ଚାୟତର କାଣ୍ଡବା ଓ ବିଟିପୁର ପଞ୍ଚାୟତର ହଳଦୀପହଣୀ ଗାଁ। ଖାଲି ଏହି ଦୁଇ ଗାଁ ନୁହେଁ, ସାଳନ୍ଦୀ ନଦୀକୂଳରେ ଥିବା ଆଉ ୮ଟି ଗାଁ ପ୍ରତି ମଧ୍ୟ ବିପଦ ରହିଛି।…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ମୋହନଲାଲଙ୍କୁ ଦାଦା ସାହେବ ଫାଲ୍‌କେ

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲୟାଲମ ସୁପରଷ୍ଟାର୍‌ ମୋହନଲାଲଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରିଛନ୍ତି। ସିନେମା କ୍ଷେତ୍ରକୁ…

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ, ବ୍ୟାରିକେଡ ଭାଙ୍ଗିଲେ କର୍ମୀ

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ…

ନବରାତ୍ରି ପ୍ରଥମ ଦିନରେ ବିଳମ୍ବିତ ରାତ୍ରରେ ଅନୁଷ୍ଠିତ ହେଲା ମା ମଙ୍ଗଳା ଙ୍କ ନାଲିକଲି ବେଶ

ବିଳମ୍ବିତ ରାତ୍ରରେ କାକଟପୁର ଅଧିଷ୍ଟାତ୍ରୀ ଦେବୀ ମା ମଙ୍ଗଳା ନାଲି କଲି ବେଶରେ ଦର୍ଶନ ଦେଇଛନ୍ତି। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ…

ପୁଣି ଥରେ ଭୁଶୁଡ଼ିଲା କଳିଙ୍ଗା ଘାଟି, ଗଂଜାମ -କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ

ଗତ ୧୬ ତାରିଖରେ କଳିଙ୍ଗା ଘାଟିର ପାହାଡ଼ରେ ଭୁସ୍ଗଳନ ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ଘାଟି ରାସ୍ତା ରେ ପ୍ରାୟ ୫୦ ମିଟର ରାସ୍ତା ଧୋଇ ହୋଇଯାଇଥିଲା । ଫଳରେ ଗଂଜାମ – କନ୍ଧମାଳ ଜିଲ୍ଲା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ଘଟଣା ଦିନ ଠାରୁ ଘାଟି ରାସ୍ତାର ଉଦ୍ଧାର କାର୍ଯ୍ୟ…

ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଗତକାଲି ଥିଲା ‘ବିଶ୍ୱ ଗୋଲାପ ଦିବସ’ ଅବସରରେ ‘ଆୱାକେନ୍‌ ଟ୍ରଷ୍ଟ’ ପକ୍ଷରୁ ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ସେମାନଙ୍କୁ ଗୋଲାପଗୁଚ୍ଛ…