Odia News Portal

ଟିଏମସିରେ ଯୋଗଦେଲେ ଯଶବନ୍ତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁଦିନକୁ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି । କିଛି ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ। ହେଲେ ଶନିବାର ଥିଲା କିଛି ନିଆରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି ବେଙ୍ଗଲର

ଅଷ୍ଟମ ଯାଏଁ ପରୀକ୍ଷା ଓ ଫେଲରୁ ମୁକ୍ତି

ଭୁବନେଶ୍ବର:ପରୀକ୍ଷା ଓ ଫେଲ ଟେନସନ ଆଉ ନାହିଁ । ଚଳିତବର୍ଷ ଏଥିରୁ ମୁକ୍ତ ହୋଇଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ

ବିଧାନସଭା ଆତ୍ମହତ୍ୟା ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ମନ୍ତ୍ରୀମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ବିଧାନସଭା ଚଲାଇଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଆଜି ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହ ଭିତରେ ଆତ୍ମହତ୍ୟା ଧମକ ଦେଇଥିବା ବିଜେପି

ପଞ୍ଜାବର ୮ ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପଞ୍ଜାବର ଆଉ ୪ଟି ଜିଲ୍ଲାରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ନାଇଟ୍ କର୍ଫ୍ୟୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା

ବ୍ୟବସାୟୀଙ୍କୁ ଗୁଳିମାଡ଼: ୩ ଦୁର୍ବୃତ୍ତ ଫେରାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ ୩ ଦୁର୍ବୃତ୍ତ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ସହରର ଷ୍ଟାଇଲ ଫର୍ନିଚର ଓ ଷ୍ଟାଇଲ ପାର୍ଲର ବ୍ୟବସାୟୀ ଟି.ସଞ୍ଜୀବ ସୁବୁଦ୍ଧି

ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି, ସମାଧାନ କେବେ?

ଭୁବନେଶ୍ବର: ତୁଟୁନି ଓଡ଼ିଶା-ଛତିଶଗଡ଼ ଜଳ ବିବାଦ। ଟ୍ରିବ୍ୟୁନାଲକୁ ମାର୍ଚ୍ଚ ୧୨ ତାରିଖରେ ୩ବର୍ଷ ପୁରୁଥିଲେ ମଧ୍ୟ ଆଲୋଚନା ସଫଳ ହୋଇପାରିନାହିଁ  ।ତେବେ ଆଜି ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି ହେବ । ପୂର୍ବରୁ ୧୯ ଥର ଶୁଣାଣି ହୋଇଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଟ୍ରିବ୍ୟୁନାଲକୁ

ଇଲେକ୍ଟ୍ରିକ ଯାନ ପାଇଁ ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ବର: ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ । ଏନେଇ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ’ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ବର୍ଷ ପାଇଁ ଯୋଜନା ହୋଇଥିବା ବେଳେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଇ ପ୍ରଦୂଷଣ କମାଇବା ସହ ଇନ୍ଧନ

ବିଶ୍ୱ ମଙ୍ଗଳ ପାଇଁ କ୍ୱାଡ୍ କାମ କରୁଛି : ମୋଦୀ

ନୂଆଦିଲ୍ଲୀ: କ୍ୱାଡ଼ ସଂଗଠନ ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟକରୁଛି । କରୋନା ଟିକା,ଜଳବାୟୁ ପରିବର୍ତ୍ତନ ଓ ଉଦୀୟମାନ ଟେକନଲୋଜୀ କ୍ଷେତ୍ରରେ ଏହାର କାର୍ଯ୍ୟ ଏହାକୁ ବିଶ୍ୱର ଏକ ମଙ୍ଗଳକାରୀ ଶକ୍ତିରେ ପରିଣତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ କ୍ୱାଡ୍ ଶିଖର

୮ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋର ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ନୂତନ