Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ସ୍ଥିତି ସାଙ୍ଘାତିକ: ୩ ହଜାର ମୁହାଁ ସଂକ୍ରମିତ ସଂଖ୍ୟା
*୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ ।
*ଚିନ୍ତା ବଢ଼ାଇଲା ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ସଂଖ୍ୟା ଗୋଟିଏ ଦିନରେ ୬୩୧ ପଜିଟିଭ୍ ।
ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ…
ଭୁବନେଶ୍ବର: ନିଜ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ।ମୁଖ୍ୟତଃ ଗର୍ଭାବସ୍ଥାରେ ସମସ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷ ଭାବେ ପସନ୍ଦ କରିଥାନ୍ତି। କିନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଖାଦ୍ୟ ଖାଇଲେ!-->…
ମହାନଦୀ ଜଳ ଭିତିକ ମନୋରଞ୍ଜନକୁ ନବୀନଙ୍କ ପ୍ରୋତ୍ସାହନ
କଟକରେ ସିଲଭର ସିଟି ବୋଟ୍ କ୍ଲବ ଲୋକାର୍ପିତ
ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭର୍ଚୁଆଲ୍ ମୋଡ୍ ରେ ଓଡ଼ିଶାବାସୀଙ୍କ ଉଦେ୍ଦଶ୍ୟରେ ୪୭ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ।ଏହି ନୂତନ ଆମ୍ବୁଲାନ୍ସଗୁଡ଼ିକୁ ଉତ୍ସର୍ଗ କରି!-->…
ଆରସିବିର ଆଉ ଏକ ରୋମାଞ୍ଚକର ବିଜୟ
ଚେନ୍ନାଇ: ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଭଲ ସମୟ ଚାଲିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି କ୍ରମାଗତ ଦୁଇଟି ମ୍ୟାଚ୍ ଜିଣି ଟେବୁଲ୍ ଶୀର୍ଷରେ ରହିଛି । ଆଜି ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ଆରସିବି । ଆରସିବିର ଘାତକ ବୋଲିଂ ଆଗରେ!-->…
ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ
*କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନ ଆସିବାକୁ ନିର୍ଦ୍ଦେଶ |
*ସ୍ଥଗିତ ଆଦେଶ କପି ସିଇଓ ଓ ଇସିଆଇକୁ ପଠାଯାଇଛି |
ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହାଇଦ୍ରାବାଦ-ବାଙ୍ଗାଲୋର
ଚେନ୍ନାଇ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ଏହି!-->…
