Sign in
Sign in
Recover your password.
A password will be e-mailed to you.
ନିର୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ
ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୯ଟା ୩୩ ମିନିଟ୍ ସମୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୨୭ ମିନିଟ୍ ପୂର୍ବରୁ ମହାଦୀପ ଉଠିଛି। ଦୀପ ଉଠିବା ସମୟରେ ସମାଗତ ଭକ୍ତ ଓ ସେବାୟତଙ୍କ ‘ହର ହର ମହାଦେବ’ ଧ୍ୱନିରେ କମ୍ପି!-->…
କଷ୍ଟ ହେଲେ ବି ହ୍ୱିଲ୍ ଚେୟାରରେ ପ୍ରଚାର କରିବି
କୋଲକାତା: ଆହତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲରୁ ଟିଏମସି ସମର୍ଥକଙ୍କ ଲାଗି ଦେଇଛନ୍ତି ଭିଡିଓ ବାର୍ତ୍ତା । ଯେଉଁଥିରେ ମମତା କହିଛନ୍ତି- ବୁଧବାର ହୋଇଥିବା ଆକ୍ରମଣ ଯୋଗୁ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ହାତ ଓ ଗୋଡ଼ରେ ଭୀଷଣ ଦରଜ ହେଉଥିବା କହିଛନ୍ତି ମମତା ।!-->…
କାଲିଠୁ ଟି-20 ମୁକାବିଲା
ଅହମଦାବାଦ : ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ 3-1ରେ ପରାସ୍ତ କରିବା ପରେ ଭାରତ ଏବେ ଟି-20 ସିରିଜ ଉପରେ ନଜର ରଖିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କେବଳ ପ୍ରଥମ ମ୍ୟାଚ ନୁହେଁ ସମଗ୍ର ଟି -20 ସିରିଜ ମଧ୍ୟ ଏଠାରେ ଖେଳାଯିବ। ଶେଷ!-->…
ସଂପୂର୍ଣ୍ଣ ନିୟନ୍ତ୍ରଣ ମୁହାଁ ଜଙ୍ଗଲ ନିଆଁ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକୀକୃତ ତଥା ସକ୍ରିୟ ଆଭିମୁଖ୍ୟ ଯୋଗୁଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଂଚଳ ସହ ସମଗ୍ର ରାଜ୍ୟରେ ବନାଗ୍ନିକୁ ପ୍ରାୟତଃ ଆୟତ୍ତ କରାଯାଇପାରିଛି। ମୋଟାମୋଟି ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।
ତେବେ ରାଜ୍ୟରେ!-->!-->!-->…
୨୬ରେ ଚାଷୀଙ୍କ ଭାରତ ବନ୍ଦ
ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି। ୪ମାସ ହେଲାଣି ହକ୍ ପାଇଁ ରାଜରାସ୍ତାରେ!-->…
ବର୍ଷା ଓ ବଜ୍ରପାତ ନେଇ ସତର୍କତା
ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି । ୭ ଗୋଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାର!-->…
ନନ୍ଦନକାନନରେ ମହୁମାଛି ଆତଙ୍କ
ଭୁବନେଶ୍ୱର : ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମହୁମାଛି ଆକ୍ରମଣ । ଆଜି ମହୁମାଛି ଆକ୍ରମଣ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ମହୁମାଛି ଆକ୍ରମଣରେ 15 ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ପର୍ଯ୍ୟଟକମାନେ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲ୍ କୁ!-->…
ହୀରାବେନ୍ ନେଲେ କରୋନା ଟିକା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି ।ଟୁଇଟ୍ କରି ମୋଦି ଲେଖିଛନ୍ତି – ସେ ଏହା ଜଣାଇ ଖୁସି ହେଉଛନ୍ତି ଯେ, ତାଙ୍କ ମା’ ଆଜି କୋଭିଡ୍ ଟିିକାର ପ୍ରଥମ!-->…
