କଟକରେ ବିଗିଡି ଚାଲିଛି ସ୍ଥିତି, ଗୋଷ୍ଠୀ ସଂକ୍ରମଣ ଆଶଙ୍କା !
କଟକ- କଟକରେ ବିଗିଡି ଚାଲିଛି କୋଭିଡ ସଂକ୍ରମଣ ସ୍ଥିତି । ପ୍ରତିଦିନ ସଂକ୍ରମଣ ହାର ବଢ଼ୁଛି । ଆଜି କଟକରୁ ୧୦୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ନୋଡାଲ ଅଧିକାରୀ । ବାହାରୁ କଟକୁ ଲୋକେ ଆସୁଥିବାରୁ ଗୋଷ୍ଠୀ ସଂକ୍ରମଣ!-->…
