ବାଲିପାଟଣା ଗୁଳିକାଣ୍ଡ ଘଟଣା: ଆହତ ଯୁବକ ହିଁ ନିଜେ ଅଭିଯୁକ୍ତ
ରାଜଧାନୀ ଉପକଣ୍ଠ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିକଟରେ ଗତକାଲି ରାତିରେ ଜନୈକ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପୀଡ଼ିତ ହିଁ ଅଭିଯୁକ୍ତ। ଏଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି| ଗୁଳିମାଡ଼ରେ ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର ଓରଫ କୁନା । ଦୀପ୍ତିଙ୍କ!-->…
