Odia News Portal

ଭଦ୍ରକରେ ଚାଲିଛି ବେଧଡ଼କ ଗୋ ଚାଲାଣ

ଭଦ୍ରକ: ବାହର ରାଜ୍ୟକୁ ବେଆଇନ ଗୋ ଚାଲାଣ ବେଳେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ ସହିତ ଏଥିରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି | ସୂଚନା ଅନୁସାରେ, ଭଦ୍ରକରୁ

ମେ ୧୮ରୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ୱର: ଘୋଷଣା ହେଲା +୨ ପରୀକ୍ଷା ସୂଚୀ | ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା | ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ |ଚଳିତ ବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ +୨ ପରୀକ୍ଷା | କଳା,

ଦିବ୍ୟାଙ୍ଗଙ୍କୁ ବିବାହ କଲେ ୨ ଲକ୍ଷ ୫୦ ହଜାର

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି