Odia News Portal

ସଟଡାଉନ ସମୟ ସ୍ପଷ୍ଟ କଲେ ଏସ୍ଆରସି

ଭୁବନେଶ୍ୱର : ଦିନକ ପରେ ରାଜ୍ୟର ସହରାଂଚଳରେ ଲାଗୁ ହେବ ସଟ୍ଡାଉନ୍ । ଆଜି ରାଜ୍ୟ ସରକାର ସଟଡାଉନ୍ ସମୟ ସ୍ପଷ୍ଟ କରିଛନ୍ତି । ଶନିବାର ସକାଳ ୫ଟାରୁ ଏହି ନିୟମ ଲାଗୁ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହା ସ୍ପଷ୍ଟ ହୋଇଛି ଯେ ଶୁକ୍ରବାର ରାତିର…

ପରୀକ୍ଷା ବାତିଲ ଦାବି ଆନ୍ଦୋଳନରେ +୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ପରୀକ୍ଷା ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ଦେବେ ନା ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଏବେ +୨ ପରୀକ୍ଷା ଉପରେ ସମସ୍ତଙ୍କ ନଜର । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ବଡ ନିଷ୍ପତି ନେଇଥିଲେ…

ମାତ୍ର ୩୦ ହଜାର ଟଙ୍କା ପାଇଁ ସେଦିନ ଝଡ଼ି ପଡିଥିଲା ଝରାଫୁଲ !

*ବାଇକ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ | *ଟଙ୍କା ମାଗିବାରୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ରାକେଶ | *ଓୟୋରେ ଜୋର ଜବରଦସ୍ତ ମଦ ପିଆଇ ଶ୍ୱାସରୁଦ୍ଧ କରି ହତ୍ୟା |

ମାତିଲେ ଟିକା ଲୁଟେରା, ନେଇଗଲେ ୧,୭୧୦ ଡୋଜ୍‌

ଚଣ୍ଡିଗଡ଼ : ଦେଶରେ କରୋନାକୁ ମାତ ଦେବା ପାଇଁ ନିରାକରଣ କରାଯାଉଛି । କରୋନା ନେଇ ଲୋକଙ୍କ ମନରେ ଡର ବସା ବାନ୍ଧିଛି । ଟିକାର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଫାଇଦା ନେବାକୁ ଚୋର ଅନାଇ ବସଛନ୍ତି। ହରିୟାଣା ଅନ୍ତର୍ଗତ ଜିନ୍ଦ୍‌ର ‘ପି. ପି. ସେଣ୍ଟର୍‌ ଜେନେରାଲ୍‌ ହସ୍ପିଟାଲ୍‌’ର…

ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର: ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଥିବା ସମୟରେ ଆଜି ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଝରାଫୁଲ ମାମଲାରେ ଭୁବନେଶ୍ୱରରୁ ଶକ୍ତି ଶେଖର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତକୁ ସହଯୋଗ…

ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କରୋନା ସମୟରେ ଘରୋଇ ଉପଚାରରୁ ପାଆନ୍ତୁ ଥଣ୍ଡା, କାଶରୁ ମୁକ୍ତି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ…