Odia News Portal

ଦ୍ୱିତୀୟ ଲହରରେ ନେଗେଟିଭ୍ ରିପୋର୍ଟ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଜନସାଧାରଣଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ଗତବର୍ଷ ଅପେକ୍ଷା ଦ୍ୱିତୀୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଥିବାବେଳେ ଏହାର ଲକ୍ଷଣ ମଧ୍ୟ…

ୟୁପିରେ ହେବନି ଲକଡାଉନ୍ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆହ୍ଲାବାଦ କୋର୍ଟଙ୍କ ଲକଡାଉନ ନିଷ୍ପତ୍ତି ଉପରେ ଦୁଇ ସପ୍ତାହ ରହିତାଦେଶ ଜାରି କରିଛନ୍ତି । ସୋମବାର ଦିନ ଅ।ହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍…

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ବାେର୍ଡ ପରୀକ୍ଷା ବାତିଲ ଓ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆୟୋଜିତ ନେଇ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଦାବି ଉଠାଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ…

ଆବଶ୍ୟକ ନଥିଲେ ଭାରତ ନଯିବାକୁ କହିଲା ସିଡିସି

ନୂଆଦିଲ୍ଲୀ:  ଆମେରିକାର ସେଣ୍ଟର୍‌ ଫର ଡିଜିଜ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ସତର୍କ ସୂଚନା ଦିଆଯାଇଛି। ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦେଲା ଆମେରିକା । ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ…

ରାଜ୍ୟବାସୀଙ୍କ ପାଇଁ କରୋନା କବଚ ସାଜିବ ନବୀନଙ୍କ ବାଣୀ

ଭୁବନେଶ୍ୱର : ରାଜ୍ୟ ବଢ଼ିଚାଲିଛି କରୋନା ମହାମାରୀର ସଂକ୍ରମଣ । ଏହାରୀ ମଧ୍ୟରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକ ଓଡିଶା ମୁହାଁ ହୋଇଛନ୍ତି | ତେବେ ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାର ଅନ୍ତଃରାଜ୍ୟ ସୀମା ସିଲ୍ କରିବା ସହ ଯାଞ୍ଚ କଡ଼ାକଡ଼ି କରୁଛନ୍ତି । ବାହାର ରାଜ୍ୟ ତଥା ବିଦେଶରୁ…

କଟକଣା ଭିତରେ ଗଡ଼ିବ ରୁକୁଣା ରଥ

*ଅପରାହ୍ନ ୧୨ଟାରୁ ରଥ ଖଳାରେ ୧୪୪ ଧାରା ଲାଗୁ | *ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ | *ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ |