Sign in
Sign in
Recover your password.
A password will be e-mailed to you.
ମୋ ପୁଅ ପାଇଁ ମୋର ଆର୍ଶୀବାଦ ସବୁବେଳେ ରହିଛି: ପ୍ରତିଭା
ପୁଅ ପ୍ରାର୍ଥୀ ହୋଇଥିବାରୁ,ମା ଭାବେ ମୁଁ ବହୁତ ଖୁସି
ଓରଲେନ୍ସ ମାଷ୍ଟର୍ସ ସେମିରେ ସାଇନା
ପାରିସ : ମହିଳା ସିଙ୍ଗଲ୍ସରେ ଭାରତର ଚତୁର୍ଥ ସିଡ୍ ସାଇନା ନେହୱାଲ ଏବଂ ଅଷ୍ଟମ ସିଡ୍ ମହିଳା ଡବଲ୍ସ ଯୋଡି ଅଶ୍ୱିନୀ ପୋନ୍ନାପ୍ପା ଏବଂ ଏନ ସିକ୍କି ରେଡ୍ଡୀ ଓରଲେନ୍ସ ମାଷ୍ଟର୍ସ ସୁପର 100 ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।
କ୍ୱାର୍ଟର ଫାଇନାଲ ମ୍ୟାଚରେ!-->!-->!-->…
ଅନଲାଇନ୍ରେ ଏନ୍ଆଇଟି ପରୀକ୍ଷା
ରାଉରକେଲା: ଚଳିତବର୍ଷ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଅନଲାଇନ୍ ପରୀକ୍ଷା ହେବ । ଅନଲାଇନ୍ରେ କିଭଳି ପରୀକ୍ଷା ପରିଚାଳିତ ହେବ, କିଭଳି ମୂଲ୍ୟାଙ୍କନ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ଏକ କମିଟି ଗଠିତ ହୋଇଛି। ଏହି କମିଟି!-->…
ସୂଚନା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩) ଆତତାୟୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଗାଡି ଉପରକୁ ବୋମା ମାଡ଼ କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଛକ ନିକଟରେ ଆଜି ଏକ କଳା ଓ ନାଲି ଦୁଇ ରଙ୍ଗ ଥିବା ପଲସରରେ ଆସି ଦୁଇ!-->…
ଭାରତ ଆଗରେ ଆଉ ଏକ ଫାଇନାଲ୍ ଘାଟି
.ଆଜି ନିର୍ଣ୍ଣାୟକ ମୁକାବିଲା
.କୋହଲି ବାହିନୀରେ ହୋଇପାରେ ପରିବର୍ତ୍ତନ
ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ନାବାଳିକା,୬ ଗିରଫ
ଅନର କିଲିଂ ଆଶଙ୍କାକୁ ଖଣ୍ଡନ କରିଛନ୍ତି ପୁରୀ ଏସଡିପିଓ
ଆରପିଏଲ୍-୪ରେ ଆମ୍ରି ଓ ସିସିସି ବିଜୟୀ
ଭୁବନେଶ୍ୱର : ପ୍ରଗତିବାଦୀ ଓ ସୁପରହିଟ୍ସ ୯୩.୫ ରେଡ୍ ଏଫଏମ୍ ଆନୁ୍କୂଲ୍ୟରେ ଇନ୍ଦିରା ମୈଦାନରେ ଚାଲିଥିବା ରେଡ୍ ପ୍ରିମିଅର ଲିଗ୍ ସିଜନ-୪ର ଆଜି ଦ୍ୱିତୀୟ ଦିବସ ଖେଳରେ ଆମ୍ରି ଓ ସିସିସି ବିଜୟୀ ହୋଇଛି ।
ମ୍ୟାଚ ନମ୍ବର-୮ରେ ଆମ୍ରି ୩୨ ରନରେ ଡିଏସୱାଇଏସକୁ ପରାସ୍ତ କରିଛି । ଏହି ମ୍ୟାଚରେ!-->!-->!-->…
ଟିକାଯୋଗାଣ ନେଇ ରାଜ୍ୟକୁ କେନ୍ଦ୍ରର ଜବାବ୍
ଭୁବନେଶ୍ଵର: ଟିକାଯୋଗାଣକୁ ନେଇ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ୍ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ପ୍ରଦାନ କରାଯାଉ,!-->…
କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ ନିମନ୍ତେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କ ଅନୁରୋଧ
ଭୁବନେଶ୍ଵର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଶ୍ରୀମତି ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି ।ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି!-->…
