Odia News Portal

ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ

ରାୟପୁର: ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋର୍ ଆଉ ନାହାନ୍ତି ।୯୯ ବର୍ଷ ବୟସରେ ସେ ୧୫ ଏପ୍ରିଲ୍ ୨୦୨୧ ଦିନ ୧୨ ୩୦ ରେ ଖରିଆରୋଡ୍ ସ୍ଥିତ ନିଜ ବାସ ଭବନରେ ଈହଧାମ ତ୍ୟାଗ କରିଛନ୍ତି। ମାତ୍ର ତେର ବର୍ଷ ବୟସରୁ ଗାନ୍ଧିଜିଙ୍କୁ ଭେଟି ପ୍ରତ୍ୟକ୍ଷ ଭାବରେ ସ୍ୱାଧିନତା ସଂଗ୍ରାମରେ…

ଅସମ୍ଭାଳ କରୋନାସ୍ଥିତି: ୪ରୁ ୫ ଗୁଣା ବଢିବ ଶଯ୍ୟା ସଂଖ୍ୟା

*୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା | *କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ ଦିଆଯିବା | *ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ |

କରୋନାରୁ ସୁସ୍ଥ ହେଲେ ଭୂମି, ଭିକି

ନୂଆଦିଲ୍ଲୀ: କରୋନାଭାଇରସ୍ ରେ ପୀଡିତ ଥିବା ଅଭିନେତ୍ରୀ ଭୁମି ପେଡନେକର ତାଙ୍କ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ପ୍ରଶଂସକଙ୍କୁ ସୁସ୍ଥ ଥିବା ସୂଚନା ଦେଇଛନ୍ତି। ‘ଶୁଭ ମଙ୍ଗଲ ସାବଧାନ ’ ଅଭିନେତ୍ରୀ ଶନିବାର (ଏପ୍ରିଲ ୧୭) ରେ ନିଜର ଏକ ଚିତ୍ର ସେୟାର କରି ଲେଖିଛନ୍ତି, “ଆମ୍ (ଏକ ନେଗେଟିଭ୍…

ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…