Odia News Portal

କୁମ୍ଭମେଳାରୁ ଓଡ଼ିଶା ଫେରୁଛନ୍ତି ଭକ୍ତ

ଭୁବନେଶ୍ୱର : କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଅବସରରେ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭ ମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପର…

ସୁନା ଝିଅକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୪: ସୁନା ଝିଅ ଝିଲ୍ଲିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିନିୟର ଏସିଅ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶାକୁ ଗର୍ବିତ କରିଛନ୍ତି । ଏହି…

ଶ୍ରୀମନ୍ଦିରରେ ଅଘଟଣ, ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୁଇ ଜେଟିପିଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଖବର ମିଳିଛି । ଶ୍ରୀମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଘଟଣାର ତଦନ୍ତ କରାଯିବ ବୋଲି…

ମଙ୍ଗଳାବାଗ ଥାନାକୁ ଆସିଲା ହାଇଦରର କାର୍

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି । ଚମ୍ପଟ ମାରିବା ଘଟଣାରେ ଆଉ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଏସସିବିରୁ ଯେଉଁ କାରରେ ଚମ୍ପଟ ମାରିଥିଲା ସେଇ କାର କଟକରେ ପହଞ୍ଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ କାରଟିକୁ ଜବତ…

କୁମ୍ଭ ଫେରାନ୍ତଙ୍କ ପାଇଁ ଏସଆରସିଙ୍କ ନୂଆ ଗାଇଡ଼ଲାଇନ

*କୁମ୍ଭମେଳା ଫେରାନ୍ତଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ | *ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ କୁମ୍ଭମେଳା ଫେରାନ୍ତଙ୍କ ତାଲିକା ପ୍ରଦାନ | *ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍‌ରେ ରଖିବେ |