Odia News Portal

ଭୁବନେଶ୍ୱରରୁ ୩ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ବ୍ରହ୍ମପୁର ଓ ବିଜୟନଗରମ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼ ଏବଂ ଜଗଦଳପୁରକୁ ବିଶେଷ ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ଭୁବନେଶ୍ୱର ଠାରୁ ନୟାଗଡ଼ ଟାଉନ ମଧ୍ୟରେ ବିଶେଷ ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ

ବଳକା ଟଙ୍କା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବଳକା ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ସାଂସଦ। ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ରରୁ ରାଜ୍ୟକୁ ମିଳିବା ଦରକାର ତାଠାରୁ କମ ଟଙ୍କା ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି ବୋଲି ଦାବି କରିଛନ୍ତି ବିଜେଡ଼ି ସାଂସଦ।

ଖରସ୍ରୋତାରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ରସୁଲପୁର ନିକଟ ଚିନ୍ତାପଲ୍ଲି ଗାଁରେ | ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁ'ରେ ଶୋକର ଲହରି ଖେଳିଯାଇଛି ।ତେବେ ମୃତକ ଦୁଇ ଭାଇ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର ଦୀନବନ୍ଧୁ