Odia News Portal

ରାଜ୍ୟରେ ୧୦୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ୧୫ଶହ ଟି ଟିକାକେନ୍ଦ୍ରରୁ…

ଅଭିନେତା ସୋନୁ ସୁଦ୍ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା ପଜିଟିଭ୍ ।ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଖୋଦ ସୋନୁ ସୁଦ । ଟୁଇଟରେ ସେ ଲେଖିଛନ୍ତି କି, ସେ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ହେଲେ ଚିନ୍ତା…

ଟ୍ୱିନସିଟିରେ ଲାଗୁ ହେବ ୧୪୪ ଧାରା

*ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । *ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟାତ କରିପାରିବେ । *କଟକଣା ନମାନି ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ |

ରାଗିଲେ କଙ୍ଗନା, କାରଣ ପଢନ୍ତୁ

ନୂଆଦିଲ୍ଲୀ: ଧର୍ମା ପ୍ରଡକ୍ସନ୍ସର ବହୁ ଚର୍ଚ୍ଚିତ ଉଦ୍ୟୋଗ 'ଦୋସ୍ତାନା ୨' ରୁ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଦାୟ ନେଇଥିବାର ଖବର ହେଡଲାଇନରେ ଇଣ୍ଟରନେଟରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ଉପରେ ନିଜର ମତ ପ୍ରକାଶ କରିଥିବା ପ୍ରଥମ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ଥିଲେ…