Odia News Portal

ସୀମାନ୍ତ ଜିଲ୍ଲାରେ ଶନି ଓ ରବି ଟିକାକରଣ ବନ୍ଦ

ଭୁବନେଶ୍ବର : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ…

କୁମ୍ଭମେଳାରୁ ଫେରିଥିଲେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ବେଙ୍ଗାଲୁରୁ: କର୍ଣ୍ଣାଟକର କରୁନାହାନ୍ତି ସଂକ୍ରମଣ 11 ଲକ୍ଷ ମାର୍କ ଅତିକ୍ରମ କରିଥିବାରୁ ରାଜ୍ୟ ସରକାର ଶୁକ୍ରବାର ହରିଦ୍ୱାରର ମହା କୁମ୍ଭମେଳାରୁ ଫେରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ COVID-19 ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ…

ଦେଶରେ ୨ ଲକ୍ଷ ୧୭ ହଜାର ୩୫୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୧୭, ୩୫୩ ଜଣ ସଂକ୍ରମିତ ଚିହ୍ନଟ । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ…

ସିବିଆଇ ପୂର୍ବତନ ନିର୍ଦ୍ଦେଶକଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି । ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା । ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ…

୧୨୦ ଘଣ୍ଟାର ହାଇଦର କାହାଣୀ ବଖାଣିଲେ ସିପି

*୧୨୦ଘଣ୍ଟାର ଅପରେସନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା | * ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ | *ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର | *୭ ଜଣ ସହଯୋଗୀଙ୍କୁ ମଧ୍ୟ କରାଯାଉଛି ପଚରାଉଚରା |

ବେଡରେ କଣ ନେବାକୁ ଚାହାଁନ୍ତି କରୀନା : ମଦ, ପଜାମା ଓ …

ନୂଆଦିଲ୍ଲୀ: ବି-ଟାଉନ୍ ବେଗମ୍ ଅଭିନେତ୍ରୀ କରୀନା କପୁର ଖାନଙ୍କ ଡିସକଭରି ପ୍ଲସରେ ଷ୍ଟାର୍ ବନାମ ଫୁଡ ନାମକ ପ୍ରଥମ କୁକରୀ ଶୋ ଚହଳ ସୃଷ୍ଟି କରିସାରିଛି। ଏହାର ପ୍ରୋମୋ କିଛି ଦିନ ପୂର୍ବରୁ ଉନ୍ମୋଚିତ ହୋଇଥିଲା ଏବଂ ଅନ୍‌ଲାଇନ୍‌ରେ ଏକ ଉତ୍ସାହ ସୃଷ୍ଟି କରିଥିଲା ​​| ତେବେ ଏହି ଶୋ ରେ କରୀନା…

ଓଡ଼ିଶା ପହଞ୍ଚିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର: ଓଡ଼ିଶାରେ ଫେରିଲା ଫେରାର ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଆଜି ହାଇଦରକୁ ଭୁବନେଶ୍ବର ଅଣା ଯାଇଛି । ସୂଚନା ଅନୁଯାୟୀ, ହାଇଦର ତେଲେଙ୍ଗାନାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚବା ପରେ କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ କଟକ ନିଆଯାଉଛି । ଆଜି ଜେଏମଏଫସି…