Odia News Portal

ବଢୁଛି ଋଣ ଭାର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର ୪୧୦ କୋଟି ଟଙ୍କା ରହିଛି । ଯେଉଁଥିରେ ରହିଛି ୬ ହଜାର ୩୪୭ କୋଟି ଟଙ୍କା ବୈଦେଶିକ ଋଣ । ସେହିପରି ନାବାର୍ଡ ଠାରୁ ରାଜ୍ୟ ସରକାର ୧୫ ହଜାର ୬୨୩ କୋଟି ଟଙ୍କାର ଋଣ ଆଣିଛନ୍ତି । ୫୩, ୩୮୫ କୋଟି ଟଙ୍କା

ରାଜ୍ୟରେ ବଢୁଛି ସାଇବର ଅପରାଧ

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ମାମଲା ବଢ଼ୁଛି । ୨୦୧୯ ମସିହାରେ ୧୪୭୫ଟି ମାମଲା ରୁଜୁ ହୋଇଥିଲା ବେଳେ ୨୦୨୦ ମସିହାରେ ଏହା ୧୯୩୧କୁ ବୃଦ୍ଧି ପାଇଛି ବୋଲି ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ

ଶୁଟିଂ ବିଶ୍ୱକପ : ଭାରତକୁ ୩ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨ା୩(ଏଜେନ୍ସି): ସୋମବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ମୀରଜ ଖାନ, ଅଙ୍ଗଦ ବାଜୱା ଏବଂ ଗୁରୁଜୋତ ଖଙ୍ଗୁରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ସ୍କିଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଦଳ ଫାଇନାଲରେ କାତାରକୁ -୨-୨ରେ ପରାସ୍ତ କରି ଦେଶ ପାଇଁ

ଗାନ୍ଧୀଙ୍କୁ ଅନୁସରଣ କରନ୍ତୁ ଯୁବ ସ୍ୱେଚ୍ଛାସେବୀ: ଅରୁଣ

ଭୁବନେଶ୍ୱର: ଭାରତବର୍ଷର ବୃହତ ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱବୋଧ, ଜାତୀୟତା ଭାବ ଓ ସମାଜସେବା ଆଦି ଗୁଣର ବିକାଶ କରିବାକୁ ପଡ଼ିବା ସମାଜସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଓ ଉନ୍ନତି ଆଣିପାରିଲେ ଜାତୀୟ ସେବା ଯୋଜନା ଗଠନର ଲକ୍ଷ୍ୟ ସାଧିତ

ନିୟମ ନମାନିଲେ ଫେରିପାରେ ଲକଡାଉନ୍: ଡିଏମଇଟି

ଭୁବନେଶ୍ୱର: ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ ।କୋଭିଡ୍ ନିୟମ

ଦିନିକିଆ ସିରିଜ୍ ଉପରେ ନଜର

ପୁଣେ,୨୨ା୩(ଏଜେନ୍ସି): ଟେଷ୍ଟ, ଟି୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତର ନଜର । ଆସନ୍ତାକାଲିଠାରୁ ମହାରାଷ୍ଟ୍ରର କି୍ରକେଟ ଆସୋସିଏସନ୍ ଷ୍ଟାଡିୟମ, ପୁଣେରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହି ଷ୍ଟାଡିୟମରେ ସିରିଜରେ ୩ଟି ଯାକ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍

ବିଶ୍ୱ ଜଳ ଦିବସରେ ମୋଦିଙ୍କ ‘କ୍ୟାଚ୍ ଦି ରେନ୍’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜଳ ସଂରକ୍ଷଣ ପାଇଁ 'ଜଳ ଶକ୍ତି ଅଭିଯାନ: ବର୍ଷା ଧର' ଅଭିଯାନ ଆରମ୍ଭ କରିଛନ୍ତି । ମୋୖସୁମୀ ଆସିବା ପର୍ଯ୍ୟନ୍ତ ମନରେଗା ପାଣ୍ଠିର ପ୍ରତ୍ୟେକ ପଇସା ବର୍ଷା ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଜୋର ଦେଇଛନ୍ତି। ବିଶ୍ୱ ଜଳ ଦିବସରେ