Odia News Portal

ଓୟୋକୁ ପେଡ୍ କ୍ୱାରେଣ୍ଟାଇନ ଘୋଷଣା କଲା ବିଏମସି

ଭୁୁବନେଶ୍ୱର : ଏଣିକି ଭୁବନେଶ୍ୱରରେ ଥିବା ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଂଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଂଟାଇନ୍ ସେଂଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି…

ଖଣି ଚୋରି ରୋକିବାକୁ ନୂଆ ନିୟମ

ଭୁୁବନେଶ୍ୱର : ଖଣି କାରବାରକୁ ଅଧିକ ସ୍ୱଚ୍ଛ , ସୁବ୍ୟବସ୍ଥିତ କରିବା ସହିତ ଖଣି ରାଜସ୍ୱ ଆଦାୟ , ଚୋରା ଖଣି କାରବାରକୁ ରୋକିବା ଓ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାକୁ ‘ଓଡିଶା ଖଣିଜ ପଦାର୍ଥ ଚୋରି, ବେଆଇନ୍ କାରବାର ନିରାକରଣ ସଂଶୋଧନ ଅଧିନିୟମ -୨୦୨୧’କୁ ରାଜ୍ୟ କ୍ୟାବିନେଟ୍…

ଅନ୍ୱେଶା ଯୋଜନା ଆଉ ୫ ବର୍ଷ ବଢିଲା

ଭୁୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିବା “ଅନ୍ୱେଶା” ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତୀ ୫ ବର୍ଷ ନିମନ୍ତେ ଏହାକୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତିକୁ…

ପାଲି ପଲଟାଇ ଜିତିଲା ପଞ୍ଜାବ

ମୁମ୍ବାଇ : ରାଜସ୍ଥାନ ରୟାଲ୍ସ ହାତରେ ଥିଲା ମ୍ୟାଚ । ହେଲେ ପାଲି ପଲଟାଇ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ।…

ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଆବଶ୍ୟକ ଟିକା ପ୍ରଦାନରେ ବିଳମ୍ବ ହେତୁ ଏହି ମର୍ମରେ ଅ ।ଜି ପୁନର୍ବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଜ୍ୟରେ ଟିକା ଯୋଗାଣର ସମସ୍ୟା ବିଷୟରେ ଅବଗତ କରିବା ସହ ଅତ୍ୟନ୍ତ…

ମମତା ବାନାର୍ଜୀଙ୍କୁ ପ୍ରଚାର ପାଇଁ ବ୍ୟାନ୍

କୋଲକାତା: ମମତା ବାନାର୍ଜୀଙ୍କୁ ପ୍ରଚାର କରିବା ପାଇଁ ବ୍ୟାନ୍ | ବ୍ୟାନ୍ ଲଗାଇଲେ ଭାରତୀୟ ନିର୍ଵାଚନ କମିଶନ | ୨୪ ଘଣ୍ଟା ପାଇଁ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ |ଆଜି ରାତି ୮ଟାରୁ ଆସନ୍ତାକାଲି ରାତି ୮ ପର୍ଯ୍ୟନ୍ତ ବ୍ୟାନ୍ |ପ୍ରଚାରରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବ୍ୟାନ |

ବଡ ସଫଳତା, ଅଲିମ୍ପିକ୍ ଚାମ୍ପିୟନକୁ ଦାବିଲା ଭାରତ

ବ୍ୟୁନସ୍ ଆୟର୍ସ: ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ । ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ…

ଶ୍ରୀମନ୍ଦିର ପରିକ୍ରମାକୁ ଖିମଜୀର ୧୧ ଲକ୍ଷ ସହାୟତା

ଭୁବନେଶ୍ୱର: ଆଜି ଖିମଜୀ ଫାଉଣ୍ଡେସନର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତଖିମଜୀ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଚେକ୍ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷ୍ଣନ୍ କୁମାରଙ୍କୁ ପ୍ରଦାନ…