Odia News Portal

ଜନତା କର୍ଫ୍ୟୁକୁ ବର୍ଷେ : ଲମ୍ବା ଲଢ଼େଇର ସଂକଳ୍ପ ନେଇଥିଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ ଦେଶରେ ଜନତା କର୍ଫ୍ୟୁକୁ ବର୍ଷେ ପୁରିଛି । ଠିକ୍‌ ବର୍ଷେ ପୂର୍ବରୁ ଆଜିର ଦିନରେ ଭାରତରେ ସକାଳ ୭ରୁ ରାତି ୯ଟା ଯାଏଁ ୧୪ ଘଣ୍ଟିଆ କଟକଣା ଲାଗୁ ହୋଇଥିଲା । ଜରୁରୀ କାରବାର ବ୍ୟତିତ ଅନ୍ୟ ସମସ୍ତ ସେବା ଏକଦମ୍‌ ଠପ୍‌ ହୋଇଯାଇଥିଲା । କରୋନା ମହାମାରୀକୁ ରୋକିବା ଦିଗରେ ଏକ…

ବାପାକୁ ମାରିଦେଲା ନୃଶଂସ ପୁଅ

ଅନୁଗୋଳ: ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି ।…

ସେନାର କାର୍ଯ୍ୟାନୁଷ୍ଠାନରେ ୪ ଆତଙ୍କୀ ନିପାତ

ଶ୍ରୀନଗର: ଆଜି ଭାରତୀୟ ସେନାକୁ ବଡଧରଣର ସଫଳତା ମିଳିଛି । ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଏବଂ ପୁଲିସ୍‌ର ମିଳିତ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ନିହତ ହୋଇଥିବା ଚାରି ଆତଙ୍କବାଦୀ ଆତଙ୍କବାଦୀମାନେ ଲଶ୍କର-ଏ-ତୋଇବାର। ଗୁଳିବିନିମୟ ବେଳେ ସେନାର ଜଣେ ଯବାନ ଆହତ…

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଲେ ରାଷ୍ଟ୍ରପତି

ପୁରୀ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କୋଣାର୍କ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ…