Odia News Portal

‘ସମର୍ପଣ ନିଧି’କୁ ରାଷ୍ଟ୍ରପତିଙ୍କ ଲକ୍ଷେ ଟଙ୍କା ଦାନ

ପୁରୀ: ସୋମବାର ସକାଳେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ସ୍ବାଗତ କରିଥିଲେ ଗଜପତି ଦିବ୍ୟସିଂହ…

ଏଠି ନାରୀ ରୂପେ ପୂଜା ପାଆନ୍ତି ମହାଦେବ, ଜାଣନ୍ତୁ ପୌରାଣିକ ମାନ୍ୟତା…

ଭୁବନେଶ୍ବର: ବୃନ୍ଦାବନର ‘ଗୋପେଶ୍ୱର ମହାଦେବ’ ଯେଉଁଠି ଦେବ ଦେବ ମହାଦେବ ପୂଜା ପାଆନ୍ତି ନାରୀ ରୂପେ। କୁହାଯାଏ ଯେ ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବ ଗୋପୀ ଭାବରେ ପୂଜା ପାଆନ୍ତି । Gopeswar mahadev temple ପୌରାଣିକ ମାନ୍ୟତା ଅନୁଯାୟୀ, ବିଶ୍ୱାସ କରାଯାଏ…

ଭାରତୀୟ ଲିଜେଣ୍ଡସ ଜିତିଲା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ

ରାୟପୁର: ଚଳିତ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଫାଇନାଲ୍ ମୁକାବିଲାରେ ଭାରତୀୟ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ପରାସ୍ତ କରି ଟ୍ରଫି ହାସଲ କରିଛି । ଆଜି ମୁହାଁମୁହିଁ ହୋଇଥିଲେ ଦୁଇ ଏସୀୟ ଶକ୍ତି ଇଣ୍ଡିଆ ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍। ଏହି ମ୍ୟାଚରେ ଯୁବରାଜ ସିଂହ…

‘ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ହେବ ନିଯୁକ୍ତି ସୃଷ୍ଟି’: ରାଷ୍ଟ୍ରପତି

ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଲୋକାର୍ପିତ ହୋଇଛି । ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି,…

୬ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ କରୋନାର ଦୈନିକ ସଂକ୍ରମଣ ସର୍ବାଧିକ ରହିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଦେଶର ୬ ରାଜ୍ୟ ଯଥାକ୍ରମେ, ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ନୂତନ କୋଭିଡ -19 ସଂକ୍ରମଣର 83.14%…