Odia News Portal

ଦିନିକିଆ ସିରିଜ୍ ଉପରେ ନଜର

ପୁଣେ,୨୨ା୩(ଏଜେନ୍ସି): ଟେଷ୍ଟ, ଟି୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତର ନଜର । ଆସନ୍ତାକାଲିଠାରୁ ମହାରାଷ୍ଟ୍ରର କି୍ରକେଟ ଆସୋସିଏସନ୍ ଷ୍ଟାଡିୟମ, ପୁଣେରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହି ଷ୍ଟାଡିୟମରେ ସିରିଜରେ ୩ଟି ଯାକ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍…

ବିଶ୍ୱ ଜଳ ଦିବସରେ ମୋଦିଙ୍କ ‘କ୍ୟାଚ୍ ଦି ରେନ୍’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜଳ ସଂରକ୍ଷଣ ପାଇଁ 'ଜଳ ଶକ୍ତି ଅଭିଯାନ: ବର୍ଷା ଧର' ଅଭିଯାନ ଆରମ୍ଭ କରିଛନ୍ତି । ମୋୖସୁମୀ ଆସିବା ପର୍ଯ୍ୟନ୍ତ ମନରେଗା ପାଣ୍ଠିର ପ୍ରତ୍ୟେକ ପଇସା ବର୍ଷା ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ବୋଲି ଜୋର ଦେଇଛନ୍ତି। ବିଶ୍ୱ ଜଳ ଦିବସରେ…

ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାରସଦସ୍ୟାମାନେ ମହାମାରୀ ସମୟରେଲୋକମାନଙ୍କୁ ଜରୁରୀକାଳୀନ ସେବା…

ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ |ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି…

ଛିଛୋରେ’ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୧୯ ଘୋଷିତ | ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର | ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଛିଛୋରେରେ କରିଥିଲେ ଅଭିନୟ | ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର |ଶ୍ରେଷ୍ଠ ଅଭିନେତା…

ଜଗା ଫେରିଲା ଫୁଲବାଣୀ, କାଳିଆକୁ ଝୁରୁଛି ପରିବାର

କଟକ: କଟକ ବଡ଼ ମେଡିକାଲ ଏସସିବିରୁ ଡିସଚାର୍ଜ ହେଲା ଜଗା। ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଆଜି ହସପିଟାଲରୁ ଡିସଚାର୍ଜ ହୋଇଛି । ସେ ଏବେ ସୁସ୍ଥ ହେବାରେ ଲାଗିଥିବାରୁ ତାକୁ ଏସସିବିରୁ ଡିସଚାର୍ଜ ଦିଆଯାଇଥିବା ସୂଚନା ମିଳିଛି। ତେବେ ଏସସିବିରୁ…

ଦକ୍ଷିଣ ଓଡ଼ିଶା ସ୍ୱାସ୍ଥ୍ୟସେବାରେ ନୂଆ ଯୁଗ

ଭୁବନେଶ୍ବର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ବିଭାଗ ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲ(ଏମକେସିଜି)ରେ…