ସ୍ଥିତି ବିଗିଡ଼ିଲେ ଲକଡାଉନ୍
ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ହେଲେଣି । ଗତକାଲି ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ କଡାକଡି କରିବାକୁ ନିର୍ଦେଷ ଦେଇଛନ୍ତି । ତେବେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ!-->…
