Odia News Portal

ପ୍ରବାଦ ପୁରୁଷ ଓଡ଼ିଶାର ସ୍ୱାଭିମାନ ବିଜୁ ବାବୁ….

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଉଛନ୍ତି ସମ୍ପୂର୍ଣ୍ଣ ଓଡ଼ିଶାବାସୀ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ : ନ୍ୟୁଜିଲାଣ୍ଡର ପୂର୍ବ ଉପକୂଳରେ କିଛି ସମୟ ପୂର୍ବରୁ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିବା ଜଣାଯାଇଛି । ଏହା ପରେ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ

ପୂର୍ତ୍ତ ବିଭାଗରେ ସୁରକ୍ଷା ପ୍ରୋଟୋକଲ୍

ଭୁବନେଶ୍ୱର : ଜାତୀୟ ସୁରକ୍ଷା ଦିବସରେ ପୂର୍ତ୍ତ ବିଭାଗରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ବାବଦରେ ବିଷଦଭାବେ ଆଲୋଚନା ହୋଇଛି। କର୍ମଚାରୀଙ୍କ ସୁରକ୍ଷା ସହ ପ୍ରକଳ୍ପ ସ୍ଥାନଗୁଡ଼ିକରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନେଇ ଆଲୋଚନା କରାଯାଇଛି । ବିଭାଗର ସୁରକ୍ଷା ସଂପର୍କିତ

ଟିକାର ପ୍ରଥମ ଡୋଜ୍ ନେଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋଭିଡ୍ ଟିକା ନେଇଛନ୍ତି ।ଓଡିଶାର ରାଜଭବନ ହସ୍ପିଟାଲରେ ପହଞ୍ଚି ପ୍ରଫେସର ଗଣେଶୀ ଲାଲ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏଥିସହ ସେ ସାଧାରଣ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବା ନେଇ ଅପିଲ କରିଛନ୍ତି ।

ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ ଭଡା | ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ସାଧାରଣ ବସ୍‌ ଭଡ଼ା ଥିଲା ୮୦ ପଇସା, ତେବେ ୫ ପଇସା ବୃଦ୍ଧି ପରେ