ଆଜିଠୁ ଓଡ଼ିଶା ମହିଳା ଫୁଟବଲ ଲିଗ
ଭୁବନେଶ୍ବର: ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ମହିଳା ଫୁଟବଲ ଲିଗ ୨୦୨୦-୨୦୨୧ । ଏହି ଟୁର୍ଣ୍ଣାମେଣ୍ଟ ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଏବଂ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଖେଳାଯିବ । ଆଜି ଏନେଇ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରାଯାଇ ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ୬ଟି ଦଳର!-->…
