Odia News Portal

ଭାରତ ବନ୍ଦ: କେବଳ ହାଟ ବଜାର ବନ୍ଦ…

ଭୁବନେଶ୍ୱର: ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ତେବେ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ତେବେ ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ

ଜଳୁଛି ରାଜଧାନୀ: ୪୦ ଡିଗ୍ରୀ ଛୁଇଁବ ପାରଦ !

ଭୁବନେଶ୍ୱର: ଲଗାତାର ଦୁଇଦିନ ହେବ ରାଜଧାନୀ ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ଆସି ପହଞ୍ଚିଛି । ତେବେ ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୨/୩ ଦିନ

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ଆଜି ୨୪ ଘଣ୍ଟିଆ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରାପତ୍ତା ମାନ ଆଇନକୁ ପରିବର୍ତ୍ତନ କରିବା ଦାବିରେ

ଏଲପିଜି ସିଲିଣ୍ଡର ପୁଣି ବଢ଼ିଲା

ଭୁବନେଶ୍ୱର : ପୁଣି ଥରେ ଓଡ଼ିଶାରେ ଏଲପିଜି ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବଢିଛି । ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ମହଙ୍ଗା ହୋଇଛି। ଏଥିସହ ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା