ପ୍ରେମିକ ଆସିଲା ବାବା ବେଶରେ, ତା’ପରେ…..
ଯାଜପୁର: ପ୍ରେମିକା ପାଇଁ ଧାରଣ କରିଥିଲେ ବାବା ବେଶ କିନ୍ତୁ ପିଲାଚୋର ଭାବିନେଲେ ଲୋକ | ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ!-->…
