Odia News Portal

ଦିଲ୍ଲୀ ହିଂସା: ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ । ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା

ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ ଚାଷୀଙ୍କ ବ୍ୟାପକ ହିଂସାକାଣ୍ଡ ପରେ ଦିଲ୍ଲୀ ମହାନଗର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ଓ ଜମା ମସଜିଦ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ

ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

‘ପରୀକ୍ଷା ଦର୍ପଣ’ ପୁସ୍ତିକା ଉନ୍ମୋଚିତ

ଭୁବନେଶ୍ୱର: କମିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚିନ୍ତା | କରୋନା କାଳରେ ବିଦ୍ୟାଳୟ ଯାଇ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଚାପ କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ପ୍ରୟାସ ।ଆଜି ମାଟ୍ରିକ ପରୀକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ପୁସ୍ତିକା

ବାଙ୍କିରେ ବିଦେଶୀ ପକ୍ଷୀ ମଡ଼କ

କଟକ: ବାଙ୍କିରେ ପକ୍ଷୀ ମଡ଼କ । ବିଲରେ ମରି ପଡିଛନ୍ତି ବିଦେଶୀ ପକ୍ଷୀ ରୁଡ଼ି ଶେଲ ଡକ୍ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି । ବାଙ୍କୀ ଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା। ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପି ଥିବା ସମୟରେ ଓଡିଶାରେ ବର୍ତ୍ତମାନ ବାର୍ଡ ଫ୍ଲୁ

ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ

ପୁରୀ: ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ। ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଛି। ସକାଳ ୧୦ଟାରୁ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ଟିକାକରଣ ପାଇଁ ବ୍ୟାପକ

ଗୃହରେ ରଖନ୍ତୁ ଏହି ୫ଜିନିଷ,ରହିବନି ଅର୍ଥ ଅଭାବ…..

ଭୁବନେଶ୍ବର: ଘରେ ଶାନ୍ତି ଓ ସମୃଦ୍ଧି ପାଇଁ ଗୃହ ମଧ୍ୟରେ କିଛି ଏ ପରି ଜିନିଷ ରଖିବା ନିତାନ୍ତ ଆବଶ୍ୟକ ଯାହା ଦ୍ଵାରା ଗୃହରେ ବାସ କରୁଥିବା ଦେବାଦେବୀ ସନ୍ତୁଷ୍ଟ ହୋଇପାରିବେ। ବାସ୍ତୁ ଅନୁସାରେ ଏହି ସବୁ ଜିନିଷ ରଖିବା ଦ୍ୱାରା ଘରେ ଧନ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି । ଧନ ଏବଂ ଅନ୍ନ ସହ

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ