ଲକଡାଉନରେ ବଢିଛି ସାଇବର ଅପରାଧ
ଭୁବନେଶ୍ବର: ଆଜି ବିଧାନସଭାର ବଜେଟ ଅଧିବେଶନ ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଏହି କ୍ରମରେ କରୋନା ଲକଡାଉନ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି । ବିଧାୟକ ମୋହନ ମାଝୀଙ୍କ!-->…
