Odia News Portal

ପୁଅ ବାହାଘର ପାଇଁ ୧୦ କୋଟି

ଭୁବନେଶ୍ୱର() ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଏହି ରିମାଣ୍ଡ ସମୟରେ ଜେରାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସୂଚନା…

ପରୀ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ

ନୟାଗଡ () ପରୀ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା । ହତ୍ୟାକାରୀଙ୍କ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଛନ୍ତି । ଏ ନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା…

୨୨ରେ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପ ନିର୍ବାଚନ ସହ କଟକ ସଦର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ, ବଲାଙ୍ଗିର ଜିଲ୍ଲାର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।…

ଜାନୁଆରୀ ୧୫ରେ ନୂଆ ତାଲିକା

ଭୁବନେଶ୍ୱର() ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।  ସେ କହିଛନ୍ତି ଯେ, ‘ ଲୋକମାନେ ଭୋଟ…

ସମ୍ପ୍ରସାରିତ ହେବ ଏସସିବିର ୨ ବିଭାଗ

ଭୁବନେଶ୍ୱର() ଏସସିବି ମେଡିକାଲର ଦୁଇଟି ବିଭାଗକୁ ସମ୍ପ୍ରସାରିତ ନେଇ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

କିଛି ସପ୍ତାହ ପରେ କରୋନା ଟିକା

ନୂଆଦିଲ୍ଲୀ()  ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ସମଗ୍ର ମାନବ ଜାତି ପାଇଁ ବିପଦ ସାଜିଥିବା କରୋନା ଭାଇରସର ଟିକା ଆଉ କିଛି ସପ୍ତାହ ପରେ ଆସିଯିବ । ଏନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଟିକା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ…

ଟାଟା ମୋଟର୍ସରେ ଚାକିରି କରିନଥିବା ସ୍ୱୀକାର

ଭୁବନେଶ୍ୱର() ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଭିଜିଲାନ୍ସ ଜେରା ବେଳେ ସତ ଓଗାଳିଛନ୍ତି ଆକାଶ । ଟାଟା ମୋଟର୍ସରେ ଚାକିରି କରିନଥିବା ସେ ସ୍ୱୀକାର କରିଛନ୍ତି । ଏହା ବ୍ୟତିତ ଚାଟାର୍ଡ ପ୍ଲେନରେ ସମ୍ପର୍କୀୟଙ୍କ…

ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସର ଚିଠି

ଭୁବନେଶ୍ୱର(0 ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଏହାରି ମଧ୍ୟରେ ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସ ଚିଠି ଲେଖିଛିି । ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ଆକାଶ ପାଠକ ଟାଟାର ଏମଡି କି…

ପୁଅ, ଝିଅ ନାଁରେ ୭ ଆକାଉଣ୍ଟ

ବ୍ରହ୍ମପୁର() ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)। ରାଜ୍ୟର ବିଭିନ୍ନ ସହରରେ ଭିଜିଲାନ୍ସ ଏସ୍‌ଆଇଟି ଯାଞ୍ଚ ଜାରି ରଖିଛି। ବ୍ରହ୍ମପୁରରେ ସୋମବାରଠାରୁ ଏସ୍‌ଆଇଟି ପହଞ୍ଚି ଅଭୟକାନ୍ତ ପାଠକ, ତାଙ୍କ…

ଗିରଫ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବାହାସ୍ଫୋଟ ମାରୁଥିଲେ, ହେଲେ ଶେଷରେ ଜାଲିିିଆତି ଅଭିଯୋଗରେ ବନ୍ଧାହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜେରା ପରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇ ଦେବା…