Odia News Portal

ପୁଣି ୧୨ କୋଟି ଟଙ୍କାର ଡକାୟତି

କଟକ() କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ  ଆଜି ସକାଳେ ଡକାୟତି ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।

ଆଇସୋଲେସନ୍‌ରେ ସଲମାନ୍

ମୁମ୍ବାଇ() କରୋନା ଭାଇରସ୍‌ ଜାଲରେ ଫସିଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ରିପୋର୍ଟ ମୁତାବକ ସଲମାନଙ୍କ ଡ୍ରାଇଭର ଅଶୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡ୍ରାଇଭରଙ୍କ ସମେତ ସଲମାନଙ୍କ ଘରର ୨ ଷ୍ଟାଫ୍‌ଙ୍କର ମଧ୍ୟ କରୋନା ପଜିଟିଭ୍‌ ଆସିଛି। ଏହି ଖବର ପାଇବା ପରେ…

ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ

ଭୁବନେଶ୍ବର() ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ବିଏମ୍‌ସି କର୍ମଚାରୀ ଗିରଫ ହୋଇଥିଲେ । ଗତକାଲି ବିଏମସି କର୍ମଚାରୀ ଦିଲ୍ଲୀପ ବେହେରାଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ୍। ତାଙ୍କ ନିକଟରୁ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ…

ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରଥମିକତା

ଭୁବନେଶ୍ବର()  କରୋନାରମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ…

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍, ୭ ଗିରଫ

ପାଟଣାଗଡ() ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ହୋଇଥିବା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ ପକ୍ଷରୁ…

ଓଡିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ଭୁବନେଶ୍ୱର() ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି ଓଡିଶା । ପୁରସ୍କାର ବାବଦକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପାଇବେ । ଏହି ପୁରସ୍କାର ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରାଳୟ । ବିଶ୍ୱ ମତ୍ସ୍ୟ ଦିବସରେ ଓଡିଶାକୁ ପୁରସ୍କାର ଦିଆଯିବ । ଅନ୍ତର୍ଦେଶୀୟ…

ହାଇକୋର୍ଟରେ ହାଜର ହେଲେ ପୋଲିସ ଡିଜିପି

କଟକ() ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ମଧ୍ୟ ସେ ଦାଖଲ କରିଛନ୍ତି । ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି…

ଆଉ ୧୫ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୧୫୭୫କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବାବେଳେ ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ…

ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା

ଭୁବନେଶ୍ୱର() ବିଧାନସଭା ପାଇଁ ଶେଷ ହୋଇ ସର୍ବଦଳୀୟ ବୈଠକ । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ‘କୋଭିଡ ଗାଇଡଲାଇନ୍ ଅନୁସାରେ ବିଧାନସଭା ଚାଲିବ । ଦିନକୁ ସାଢେ ୪ ଘଣ୍ଟା ହେବ ବିଧାନସଭା । କୋଭିଡ ପାଇଁ ତାରକା ପ୍ରଶ୍ନ ବନ୍ଦ ରହିବ । ଆବଶ୍ୟକୀୟ କାଗଜପତ୍ର…

ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଘୁଞ୍ଚିବ

ଭୁବନେଶ୍ୱର()  କରୋନା କାରଣରୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପାଠପଢା । ଏହି କ୍ରମରେ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷାରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା । ତେବେ ମାଟ୍ରିକ୍‌ ଓ…