ବିଜେପିରେ ନୀତୀଶ ବିରୋଧୀ ସ୍ୱର ତେଜୁଛି
ପାଟନା () ବିହାର ବିଜେପିରେ ଏବେ ନୀତୀଶ ବିରୋଧୀ ସ୍ୱର ଜୋରଦାର ହୋଇଛି । କେତେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ନୀତୀଶଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଏନଡିଏ ମେଣ୍ଟରେ ବିଜେପି ଆଗରେ ଥିବାରୁ ଜେଡିୟୁ ଏହାକୁ ସମ୍ମାନ ଦେଇ କାମ…
