Odia News Portal

ତିର୍ତ୍ତୋଲରେ ବିଜୟଙ୍କ ବିଜୟ, ୪୦ ହଜାର ବ୍ୟବଧାନରେ ଜିତିଲେ

ଭୁବନେଶ୍ୱର () ତିର୍ତ୍ତୋଲରେ ବାଜି ମାରିଛନ୍ତି ବିଜେଡି ପାର୍ଥି ବିଜୟ ଶଙ୍କର ଦାସ। ନିକଟତମ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ 40296 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ବିଜୟ ଶଙ୍କର ବିଜୟୀ ହୋଇଛନ୍ତି । ସେ 86186 ଖଣ୍ଡ ଭୋଟ ପାଇଥିଲେ । ବିଜେପି…

ବିଜୟ ମୁହାଁ ବିଜେଡିର ୨ ପ୍ରାର୍ଥୀ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୨୭,୬୬୫ଭୋଟରେ ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୬୦୮୮୯ ଭୋଟ୍,…

୧୬ ରାଉଣ୍ଡ ଭୋଟ ଗଣତି, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ

ବାଲେଶ୍ୱର() ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୩୭୧୩, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା…

ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

କଟକ() କଟକର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଦାଦାବଟି ଆଦାୟ ଅଭିଯୋଗରେ ରଞ୍ଚିତାଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।

ଶୀତ ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ

ଭୁବନେଶ୍ୱର() ଆସନ୍ତା ୨୦ରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନ ପ୍ରସ୍ତୁତି ନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତିି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ୧୭,୧୮ ଓ ୧୯ରେ…

ମଧ୍ୟ ପ୍ରଦେଶ ଉପ ନିର୍ବାଚନ : ୨୧ ଆସନରେ ବିଜେପି ଆଗୁଆ

ଭୋପାଳ ()  ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତିରେ ବିଜେପି ୨୧ ଆସନରେ ଅଗ୍ରଣୀ ରହିଛି । କଂଗ୍ରେସ ୬ ଟି ଆସନରେ…

ଅର୍ଣ୍ଣବଙ୍କୁ ହତ୍ୟାର ଯୋଜନା ! : ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ

ମୁମ୍ବାଇ()  ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲରେ ହତ୍ୟା କରାଯିବାର ଯୋଜନା କରାଯାଉଛି ବୋଲି ପୂର୍ବତନ ସେନାଧ୍ୟକ୍ଷ ଜି ଡି ବକ୍ସି ଅଭିଯୋଗ କରିଛନ୍ତି । ଏହା ସହିତ ଅର୍ଣ୍ଣବଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ବକ୍ସି । ମହାରାଷ୍ଟ୍ରରେ…

ନବମ ରାଉଣ୍ଡ: ୧୪,୫୬୧ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ() ତିର୍ତ୍ତୋଲରେ ସରିଲା ନବମ ପର୍ୟ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ନବମ ପର୍ୟ୍ୟାୟ ଭୋଟ ଗଣତି ସରିଛି । ୯ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୨ ହଜାର୭୫,…

କରୋନାରେ ଆଉ ୧୩ ମୃତ, ମୟୁରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମୟୁରଭଞ୍ଜ ଓ…

ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ

ଖୋର୍ଦ୍ଧା()  ଖୋର୍ଦ୍ଧା ସାରୁଅରେ ଓଟିଭିର ଦଳିତ ଜମି ହଡ଼ପ ମାମଲାରେ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ ହୋଇଛନ୍ତି । ଅନିରୁଦ୍ଧଙ୍କୁ ଗିରଫ କରିଛି ବାଘମାରୀ ଥାନା ପୋଲିସ । ଦୁଇଟି ମାମଲାରେ ସହଯୋଗ ନ କରିବାରୁ ଅନିରୁଦ୍ଧ ଗିରଫ ହୋଇଥିବା ସୂଚାନ ମିଳିଛି । ତେବେ…