Odia News Portal

ସମ୍ବିତଙ୍କ ବିରୋଧରେ ମାନହାନି ମୋକଦ୍ଦମା

କଟକ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା । ପରୀ ମାମଲାରେ ଅରୁଚିକର ବୟାନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ । ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ସମ୍ବିତ ପାତ୍ର

ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ

କଟକ: ଏସଡିଜେଏମ କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ । ଏସଡିଜେଏମ କୋର୍ଟରେ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ ଏସଡିଜେଏମ କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ

ସରକାରଙ୍କୁ ୭୨ ଘଣ୍ଟାର ମହଲତ

ସମ୍ବଲପୁର: ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର

ବିଜେପି କରୁଛି ଡ୍ରାମା: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର

ରାଜ୍ୟରେ ଆଉ ୧୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୦୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ

ମୟୁରଭଞ୍ଜ: କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଥାନା ସାମ୍ନାରେ ବିଜେପି କର୍ମୀଙ୍କ ହଙ୍ଗାମା

ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା । ତେବେ ବିଜେପି ମହିଳା କର୍ମୀ ଘଟଣାସ୍ଥଳରେ ଢେଲା ପଥର ମାଡ଼ କରିଛନ୍ତି ।ଏନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି |ଏହି ଘଟଣାରେ ପୋଲିସ ଓ

ଅଭିଯୁକ୍ତ ଭାଇଙ୍କୁ ଧରାଇଲା ଭଉଣୀର ଓଢ଼ଣୀ

କରଞ୍ଜିଆ: ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ | ଘଟଣାର ପର୍ଦ୍ଦାଫାଶ କରିଛି ଯଶୀପୁର ଥାନା ପୋଲିସ । ଗତ ୧୫ ତାରିଖ ଦିନ ଯଶୀପୁର ରରୁଆଁ ରୋଡ଼ ଚୁଟିଆ ପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା ।ତେବେ ଝାଡ଼ଖଣ୍ଡରେ ହତ୍ୟା କରିବା ପରେ

ରେଭେନ୍ସାରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ସପ୍ତାହକୁ କେବଳ ୩ ଦିନ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବତି ହେଉଛି । ସେଥିପାଇଁ ସପ୍ତାହକୁ ୩ ଦିନ