Odia News Portal

ଆଜିିଠାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର : ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିବା ସ୍କୁଲ ସବୁ ଆଜିଠୁ ଖୋଲିଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ମିଳିଲା । ଏଥିପାଇଁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ସାମାଜିକ

ନିରାଶ କଲେ ବୋଲର, ଅଷ୍ଟ୍ରେଲିଆ ୧୬୬/୨

ସିଡନୀ : ଭାରତ ଓ ଅଷ୍ଟ୍ରେଲିଅ ମଧ୍ୟରେ ଆଜିଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଆରମ୍ଭରୁ ବର୍ଷା ଖେଳର ମଜା ବିଗାଡ଼ିଥିଲା । ଫଳରେ ଆଜି ୫୫ ଓଭର ଖେଳ ସମ୍ଭବ ହୋଇଛି । ଟେଷ୍ଟର ପ୍ରଥମ ଦିବସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ଭାରତୀୟ ବୋଲରଙ୍କୁ ମିଳିଛି

ନାଲକୋରେ ୩୦ ହଜାର କୋଟିର ନିବେଶ

ଭୁବନେଶ୍ୱର: ଓଡିଶାରେ ନିବେଶ କରିବ ନାଲକୋ । ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ନାଲକୋ । ନାଲକୋର ସମ୍ପ୍ରସାରଣରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ୨୦୨୭/୨୮ ଆର୍ଥିକ ବର୍ଷ ସୁଦ୍ଧା ହେବ ସମ୍ପ୍ରସାରଣ । ନାଲକୋର ୪୧ ତମ ପ୍ରତିଷ୍ଠା ଦିବସରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି

ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ର !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡଯନ୍ତ୍ର । ନବୀନ ନିବାସକୁ ଆସିଲା ବେନାମୀ ଚିଠି । ଚିଠି ପାଇ ତତ୍ପର ହୋଇଉଠିଛି ରାଜ୍ୟ ପ୍ରଶାସନ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରୀ କିଲର ସୁପାରୀ ନେଇଥିବା ଚିଠିରେ ଲେଖା ଯାଇଛି । ଅତ୍ୟାଧୁନିକ

କାଲିଠୁ ବାଜିବ ଘଣ୍ଟି,ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: କାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଅନଲାଇନ ଛାଡି ଅଫଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସ୍କୁଲକୁ ପ୍ରସ୍ତୁତ କରାଯାଇଛି। ସ୍କୁଲ ପରିସର ସାନିଟାଇଜ ଠାରୁ ଆରମ୍ଭ କରି କ୍ଲାସରେ

ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ୍

ନୂଆଦିଲ୍ଲୀ : ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଆଇଆଇଟି ଖଡଗପୁରରେ ଏହାର ଆୟୋଜନ କରାଯିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । https://twitter.com/DrRPNishank/status/1347157964109479939 କେନ୍ଦ୍ର

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

ନୂଆଦିଲ୍ଲୀ : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି | ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବାଇଡେନ୍ ରାଷ୍ଟ୍ରପତି ଘୋଷିତ

ଓ୍ୱାସିଂଟନ୍‌: ହିଂସାକାଣ୍ଡ ଓ ବାଦ ବିବାଦ ପରେ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ

ସାଇବର ଠକେଇରେ ଲାଗିବ ରୋକ୍

ଭୁବନେଶ୍ୱର : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ରାଜ୍ୟରେ ବଢ଼ିଚାଲିଥିବା ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ଖୋଲାଗଲା ହେଲ୍‌ପ ଡେସ୍କ। ଯେକେହି ସାଇବର ଠକେଇର ଶିକାର ହେଲେ 700-000-6709ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି