Odia News Portal

ସାନ ପୁଲିସ୍‍ଙ୍କ ଯୋଗୁଁ ବଡ ପୁଲିସଙ୍କ ବିରୁଦ୍ଧରେ ମାମଲା

ଭୁବନେଶ୍ୱର ()  କମିଶନରେଟ ପୁଲିସ୍‍ର ସାନ ବାବୁମାନଙ୍କ କାରନାମା ଯୋଗୁଁ ବଡ ବାବୁମାନେ ଏବେ ଅକଳରେ ପଡୁଛନ୍ତି । ଖାଲି ଅକଳରେ ପଡୁ ନାହାନ୍ତି ଅଦାଲତରେ ବି ସେମାନଙ୍କ ନାମରେ ମାଲି ମୋକଦ୍ଧମା ହେଲାଣି । ଆବେଦନକାରୀମାନେ ପୁଲିସ୍‍ ଡିଜିଙ୍କ ଠାରୁ ଆରମ୍ଭ କରି ଆଇଆଇସିଙ୍କ ପର୍ଯ୍ୟନ୍ତ…

ହ୍ୱାଇଟ ହାଉସ ଦୌଡରେ ବିଡେନ ଆଗୁଆ, ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା

ନ୍ୟୁୟର୍କ()  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡ୍ରାମା ଥମିବାର ନାମ ନେଉନାହିଁ । ହ୍ୱାଇଟ ହାଉସ ପାଇଁ ଚାଳିଥିବା ଦୌଡରେ ଜୋ ବିଡେନ ଆଗୁଆ ରହିଥିବା ବେଳେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ବିଡେନ ୨୬୪ ଇଲେକ୍ଟୋରାଲ ଭୋଟ ପାଇଥିବା…

ନଭେମ୍ବର ମାସରେ ଖୋଲିବନି ସ୍କୁଲ

ଭୁବନେଶ୍ୱର() ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନିଆଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ…

୯୨ ହଜାର କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର()  କରୋନା ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ଶିଥିଳ ହୋଇଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ୯୨ ହଜାର…

ଶେଷ ନିର୍ବାଚନ ଭଲ ହେଲେ ମୁଁ ଶାନ୍ତିରେ ବଞ୍ଚି ପାରିବି

ପାଟନା() ବିହାର ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସୁପ୍ରିମୋ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଧମଦାହାରେ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପାଇଁ ଜନସଭାକୁ…

ଭୁବନେଶ୍ୱରରୁ ଆଜି ୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ମାତ୍ର ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪ ସ୍ଥାନୀୟ ଅଞ୍ଚଳରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୧୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୯ ହଜାର ୫୨୨ କୁ…

ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ ଲିମିଟେଡ ଜମି ହଡପ କରିଛି

ଭୁବନେଶ୍ୱର()ସାରୁଅ ଜମି ଦୁର୍ନୀତିକୁ ନେଇ ଆସିଲା ନୂଆ ତଥ୍ୟ । ସାରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗୀ ମଙ୍ଗତ ପଣ୍ଡାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଜମି କିଣାବିକାରେ ହୋଇଥିବା ଅର୍ଥ କାରବାରର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ । ସାରୁଅ ଜମି ମାମଲାର…

ସୋନିଆ ସେନା କେତେ ମୁହଁ ବନ୍ଦ କରିବେ ତୁମେ ?

ମୁମ୍ବାଇ() ମୁମ୍ବାଇ ପୋଲିସ ବୁଧବାର ସକାଳେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି। ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ…

ଶୀତ ଅଧିବେଶନ ନେଇ ବାଚସ୍ପତିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର()  ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, କୋଭିଡ କଟକଣା ଭିତରେ ଦୈନିକ ସାଢେ ୪ ଘଣ୍ଟା ଶୀତ ଅଧିବେଶନ ବସିବ । ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ । ବିଧାୟକ,…

ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର() ବିଜେଡିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦାପ ଦାସଙ୍କୁ ସସପେଣ୍ଡ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,…