Odia News Portal

ମା’ ଧାମରାଇଙ୍କ ପୀଠରେ ମକର ପର୍ବ

ଧାମରା: ଭଦ୍ରକ ଜିଲ୍ଲାର ବେଶ ଜଣାଶୁଣା ମାଆ ଧାମରାଇଙ୍କ ମନ୍ଦିର | ପାଖାପାଖି ୩୦୦ ବର୍ଷର ଏହି ପୁରାତନ ମନ୍ଦିରର କାରୁକାର୍ଯ୍ୟ ବେଶ ମନମୁଗ୍ଧକର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ମାଙ୍କୁ ଛଣ ଛପର ଘରେ ପୂଜା କରା ଯାଉଥିଲା,ପରେ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା,ମାଙ୍କ

ମା’ ଧନକର ପୀଠରେ ମକର ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ କଲେଜ ଛକରେ ଠାରେ ମା' ଧନକର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ । ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏବଂ ଡା. ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି

ଓହରିଲେ ଭୂପିନ୍ଦର ସିଂ ମାନ୍

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ବାଦ ଦେଇଛନ୍ତି । କୃଷକ ଆନ୍ଦୋଳନର ସମାଧାନ ପାଇଁ

ଟିକା ନେବେନି ୧୫ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଟିକା ନେବା ପାଇଁ ମନାକଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ

ହଟ୍ ଉର୍ବଶୀଙ୍କର ଦେଶୀ ଲୁକ୍ ଭାଇରାଲ୍

ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ହଟ୍ ଅନ୍ଦାଜ ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ପ୍ରଶଂସା ସାଉଁଟି ଥାଏ । ଏହି ଫଟୋଗୁଡିକରେ ତାଙ୍କର ହଟ୍‌ ଲୁକ୍‌ ସାଙ୍ଗକୁ

ଇଞ୍ଜିନିୟର‌ ବୋହୂ ଦେଶୀ ମଦ ବେପାରୀ !

ଭଦ୍ରକ: ସିଭିଲ ଇଞ୍ଜିନିୟର‌ ବୋହୂ କରୁଥିଲେ ଦେଶୀ ମଦ ବେପାର! | ଆଉ ତାଙ୍କୁ ସହଯୋଗ କରୁଥିଲେ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୋଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ

ରାଜ୍ୟରେ ଆଉ ୨୨୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୭୬୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମର ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ଯୁବତୀ ।ବାରିପଦା ସହରର କାଳିକାପୁର ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମକର ବୁଡ଼ ନିମନ୍ତେ ଯୁବତୀ ଜଣକ ଆଜି ଭୋରରୁ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିବା ଅବସ୍ଥାରେ ଘଟିଛି ଏହିଭଳି ଜଘନ୍ୟ ଘଟଣା । ଏନେଇ ଟାଉନ