Odia News Portal

କୋଭିଡ୍ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁର ଭିମ୍‌ସାର କୋଭିଡ୍‌ ହସ୍ପିଟାଲ ପରିସରରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାକ୍ତରଖାନା କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ଉକ୍ତ ରୋଗୀଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।

ଓଡିଶା ଆସୁଛି କରୋନା ଟିକା

ଭୁବନେଶ୍ବର: ଓଡ଼ିଶା ଆସୁଛି କୋଭିଡ଼ ଟିକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟିକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟିକା । ସୂଚନା ଅନୁଯାୟୀ, ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଞ୍ଚିବ କୋଭିସିଲ୍ଡ ଟିକାର ୪୦

ପାରାଦ୍ୱୀପରେ ‘ସି ଭିଜିଲ’ ସମରାଭ୍ୟାସ

ପାରାଦ୍ୱୀପ: ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଏହା ଇଣ୍ଟର ନାଭାଲ କମାଣ୍ଡ ବିଶାଖା ପଟନମ ଓ ନାଭାଲ

ମଙ୍ଗଳବାର କରନ୍ତୁ ସୁନ୍ଦରକାଣ୍ଡ ପାଠ, ମିଳିବ ହନୁମାନଙ୍କ କୃପା

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନ କୌଣସି ଦେବାଦେବୀଙ୍କୁ ସମର୍ପିତ । ଠିକ ସେହିଭଳି ମଙ୍ଗଳବାର ଦିନଟି ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ସମର୍ପିତ । ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ବୋଲି ବିଶ୍ୱାସ ରହିଛି।

ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ସେ ଦାୟିତ୍ୱ ନେଇଛନ୍ତି। ବିଜେଡି ନେତା ସୁବାସ ଚୌହାନଙ୍କର ଗତବର୍ଷ ମେ’ ୧୦ତାରିଖରେ ମୃତ୍ୟୁ

କେନ୍ଦୁପତ୍ର ତୋଳାଳୀଙ୍କୁ ଖୁସ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି | ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା | ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁଆରୀ ଠାରୁ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ

ରାଜଧାନୀରେ ମାରିଲେ, ଗଞ୍ଜାମରେ ଫିଙ୍ଗିଲେ

ଗଞ୍ଜାମ: ବାଲେଶ୍ୱରର ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ମର୍ଡ଼ର କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୋଚାଇବାକୁ ଯାଇ ଓଲା କାର୍‌ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା । ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୋଲିସ ହତ୍ୟା

ମାହାଙ୍ଗା ମର୍ଡର: ଅଷ୍ଟମ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ୍ ମର୍ଡର ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯାହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଅନ୍ୟତମ ଅଭିଯୁକ୍ତ ଭିକାରୀ ସ୍ୱାଇଁକୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା