Odia News Portal

୬ ବ୍ରିଟେନ୍ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଭୂତାଣୁରେ ସଂକ୍ରମିତ ୬ ବ୍ରିଟେନ୍ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ

ରାଜ୍ୟରେ ଆଉ ୨୬୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୦୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ତେବେ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ନିମନ୍ତେ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନେ କିଭଳି ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।ସେହିଭଳି ମହିଳା

ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ

ସୁନ୍ଦରଗଡ଼: ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା | ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ନିଜ ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ। ଗାଁ ଲୋକେ ସନ୍ଦେହରେ ପଚରାପଚରି କରିବାରୁ ଶେଷରେ ୪ ଦିନ ପରେ ସତ ଓଗାଳିଛି ପତ୍ନୀହନ୍ତା ସ୍ୱାମୀ । ଏପରି ଲୋମହର୍ଷକ ଘଟଣା

ମାଲବାହୀ ଟ୍ରେନର ୧୩ ବଗି ଲାଇନଚ୍ୟୁତ

କୋରାପୁଟ: ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟ ମାଲିଗୁଡା ଜରଥୀ ଷ୍ଟେସନ ଆଜି ଭୋର ୪ଟା ୩୦ମି. ସମୟରେ ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନଟି କିରାଣ୍ଡୁଲରୁ ବିଶାଖାପାଟନା ଓ କୋରାପୁଟ ଦେଇ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ

ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ

ଚେନ୍ନାଇ: ପ୍ରସିଦ୍ଧ ବଲିଉଡ୍ ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ । ରେହମାନଙ୍କ ମା କରିମା ବେଗମ୍‌ କିଛି ଦିନ ହେବ ଅସୁସ୍ଥ ଥିଲେ । ମାଙ୍କ ବିୟୋଗରେ ଏ ଆର ରେହମାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ମାଙ୍କ ଅତି ନିକଟତର

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ୨୦୨୦ର ଶେଷ କ୍ୟାବିନେଟ ଯେଉଁଥିରେ ୧୨ଟି ପ୍ରସ୍ତାବ ଉପରେ ବାଜିଛି ମୋହର | ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ମିଳିବ ସଂରକ୍ଷଣ ମେଧାବୀ ପିଲାଙ୍କ ଡାକ୍ତର ଓ ଇଂଜିନିୟର ହେବା ସ୍ୱପ୍ନକୁ ସାକାର କରିବେ ନବୀନ ସରକାର

ଟ୍ୱିନସିଟିରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା

କଟକ: ଭୁବନେଶ୍ୱର ପରେ ଏବେ କଟକରେ ମଧ୍ୟ ଆଉ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ । ଏ ନେଇ କଟକଣା ଜାରି କରିଛି ସିଏମ୍‌ସି । କରୋନାକୁ ଦୃଷ୍ଟିରେ ରଖି କଟକରେ ହୋଟେଲ, କ୍ଲବ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ ​‌ହେବ ନାହିଁ। କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି

୩୦ରେ କୃଷକ ସଙ୍ଗଠନ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି | କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି କେନ୍ଦ୍ର ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ଠୋସ୍ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ

ବିରାଟ କୋହଲି ହେଲେ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର

ଦୁବାଇ: ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର | ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବରେ ବିବେଚିତ କରାଯାଇଛି । ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ