Odia News Portal

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି,ରାତିରେ ବାସହୀନଙ୍କ ପାଇଁ ରହଣୀ ବ୍ୟବସ୍ଥାର ନିର୍ଦ୍ଦେଶ

ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାଜ୍ୟରେ ଶୀତ ଲହରି ନେଇ ଜାରି କରାଯାଇଛି ସତର୍କ ସୂଚନା । ରାଜ୍ୟରେ ଡିସେମ୍ବର ୨୩ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘର ଗୁଡିକରେ ରହଣୀ ବ୍ୟବସ୍ଥା କରିବାକୁ

ବ୍ରିଟେନରୁ ଆସିଥିବା ଫ୍ଲାଇଟ୍‌ରେ ୨୬୬ ଯାତ୍ରୀଙ୍କ ମଧ୍ୟରୁ ୬ ପଜିଟିଭ୍ ଚିହ୍ନଟ

ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ସୋମବାର ରାତିରେ ଲଣ୍ଡନରୁ

ଭିଜିଲାନ୍ସ ଜାଲରେ କୋଟିପତି ବାବୁ: ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସର ରେଡ୍

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର କୋଟିପତି କିରାଣୀ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ବିଭାଗ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା କୋଠା, ଜଟଣୀର ପ୍ରଧାନ ସାହିରେ ଥିବା

ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ବିପୁଳ ପରିମାଣର ବିସ୍ଫୋରକ ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି | ଆଜି ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ଗୁଇନ୍ଦା ବିଭାଗର

ପୁଅ ପରେ ରିମାଣ୍ଡରେ ଯିବେ ବାପା,ଅଭୟଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ

ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଞ୍ଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଞ୍ଜୁରୀ ମିଳିିଯାଇଛି ।୬୫ ଲକ୍ଷ ଟଙ୍କା ଠକେଇ

ନକଲି କାରଖାନାର ପେଣ୍ଠସ୍ଥଳୀ ପାଲଟିଛି କଟକ,ନକଲି ସିମେଣ୍ଟ କାରଖାନା ଠାବ

ସାମ୍ନାକୁ ଆସୁଛି କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା । ଗତକାଲି ପୋଲିସ କଟକରେ ଏକ ନକଲି ଘିଅ କାରଖାନ ଠାବ କରିଥିବା ସମୟରେ ଓ ଆଜି ଜଗତପୁରଠାରେ ଆଉ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। କିଛି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ

ହାଇ ପ୍ରୋଫାଇଲ ପାର୍ଟିରୁ ଗିରଫ ହେଲେ ସୁରେଶ ରାଇନା ଓ ଗୁରୁ ରନ୍ଧାୱା

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ସିଙ୍ଗର ଗୁରୁ ରନ୍ଧାୱାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲସ । ମୁମ୍ବାଇରେ କୋଭିଡ ନିୟମ ଉଲଙ୍ଘନ ମାମଲାରେ ସୁରେଶ ରାଇନାଙ୍କୁ ସିଙ୍ଗର ଗୁରୁ ରନ୍ଧାୱାଙ୍କ ସହ ହାଜତକୁ ନିଆଯାଇଥିଲା। ତାଙ୍କ ବିରୋଧରେ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି।

ଶୀତଦିନିଆ ସ୍ୱାସ୍ଥ୍ୟର ଯତ୍ନ

ଶୀତଦିନ ଆରମ୍ଭ ହେଲେ ଥଣ୍ଡା, ଜ୍ୱର ଓ କାଶ ହେବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଶୀତ ଦିନରେ ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ଖାଦ୍ୟରେ ସବୁଜପନିପରିବା, ଶାଗ, ଋତୁଅନୁଯାୟୀ ପରିବା, ମିଠାଆଳୁ ଇତ୍ୟାଦି ସାମିଲ କରିବା ଆବଶ୍ୟକ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ରାଜ୍ୟରେ ଆଉ ୩୧୯ କରୋନା ସଂକ୍ରମିତ ଚିହ୍ନଟ,୩୨୬୯୧୫ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୯୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ଶୀତ ଦିନେ ନଡ଼ିଆ ତେଲର ଉପକାରିତା

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ।