Odia News Portal

ଟ୍ରୋଲର ଜବାବ ଦେଲେ ପୃଥ୍ୱୀ: ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାଲୋଚକଙ୍କୁ କଡ଼ା ଜବାବ

ଭାରତୀୟ ବ୍ୟାଟସମ୍ୟାନ୍ ପୃଥ୍ୱୀ ସ' ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହେବାପରେ । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ଏହାକୁ ନେଇ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ। ପୃଥ୍ୱୀ ନିଜ ଇନଷ୍ଟଗ୍ରାମ

ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କଲା ଭାରତ

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର ଟ୍ୱିଟ

ବିଜେଡିର ନୂଆ ରଣନୀତି:ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ ପାଇଁ ଲକ୍ଷ୍ୟ ରଖିଛି ଦଳ

ଦଳକୁ ଗାଁ ଗାଁରେ ଆହୁରି ମଜଭୁତ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।ବୁଥ କମିଟି ଗଠନ କରି ଦଳକୁ ଦଶନ୍ଧି ଦଶନ୍ଧି ଧରି ତୃଣମୁଳସ୍ତରରେ ସଂଗଠିତ କରି ରଖିଥିବା ବିଜୁ ଜନତା ଦଳ ଏବେ ୱାର୍ଡକୁ ପ୍ରାଥମିକ ୟୁନିଟ ଭାବେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି । ଏହାରି ଆଧାରରେ ହିଁ ଦଳ

ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ :ଅରୁଣ ବୋଥ୍ରା

ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି। ଗତକାଲି ନୟାଗଡ଼ ଯଦୁପୁରରୁ ଅଭିଯୁକ୍ତକୁ ଉଠାଇ ନେଇଥିଲା ଏସଆଇଟି। ସୋମବାର ନୟାଗଡ଼ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇଛି । ଅନ୍ୟପଟେ ପରୀ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଖୋଲିବାକୁ ଯାଉଛି ଶ୍ରୀମନ୍ଦିର |ଆଉ ମାତ୍ର ଦିନକ ପରେ ଅର୍ଥାତ ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କଟକଣା ମଧ୍ୟରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ ୯ମାସ ହେବ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ତେବେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ସୂଚନା

କୋଏଲ ନଦୀରେ ଛାତ୍ର ବୁଡ଼ି ଘଟଣାରେ ତୃତୀୟ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲାର କୋଏଲ ନଦୀରେ ଛାତ୍ର ବୁଡ଼ି ଘଟଣାରେ ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଦୁଇଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ତୃତୀୟ ଛାତ୍ର କୌଶିକ ମଲ୍ଲିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଏକ ଇଂରାଜୀ ବିଦ୍ୟାଳୟର କିଛି ଛାତ୍ର ବଣଭୋଜି

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ,ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଖି ବୁଜିଲେ ୩ କରୋନା ଆକ୍ରାନ୍ତ | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମୃତକଙ୍କ ମଧ୍ୟରୁ କଳାହାଣ୍ଡିରୁ ଜଣେ କରୋନା ଆକ୍ରାନ୍ତଙ୍କ

ପରୀ ମୃତ୍ୟୁ ମାମଲାର ଅଧିକ ଯାଞ୍ଚ ପାଇଁ ପୋଖରୀ ଶୁଖାଇବ ପୋଲିସ

ଯଦୁପୁରରେ କ୍ରାଇମ ବ୍ରାଞ୍ଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଁଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରଖିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ସେପଟେ ପରୀ ପାଇଁ

୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ

ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୩ କରୋନା ପଜିଟିଭ୍

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୬୫୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୫ ଜଣ