Odia News Portal

ଆଉ ୧୪ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର ()  ବିଧାନସଭା ଚାଲିଥିବା ବେଳେ ଫାଟକ ସାମ୍ନାରେ ସ୍ଵାମୀ-ସ୍ତ୍ରୀ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ। ୫ ବର୍ଷ ଝିଅ ହତ୍ୟା ମାମଲାରେ ବାପା ମା' ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନଙ୍କୁ ଫାଟକ ଆଗରୁ କାବୁ କରିଛି ପୋଲିସ। ଦୀର୍ଘ ତିନିମାସ ପରେ ମଧ୍ୟ ଝିଅକୁ ନ୍ୟାୟ ମିଳିନଥିବା କହି…

ପୁରୀ ଘଟଣା ପରେ ପୁଲିସ୍‍ ବାବୁ ଛାନିଆ

ଭୁବନେଶ୍ୱର()  ପୁରୀ ଜିଲ୍ଲାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେେ ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନରେ ମାମଲା ରୁଜୁ ହେବା, ହାଇକୋର୍ଟରେ ମାମଲା ହେବା ଏବଂ ରାଜ୍ୟ ସରକାର ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରିବାପରେ ଏବେ ସାରା ରାଜ୍ୟରେ ପୁଲିସ୍‍ ମନରେ ଛନକା ପଶିଛି ।…

ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୧ କୋଟି କରୋନା ଡୋଜ

ନୂଆଦିଲ୍ଲୀ () ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରପୀଡିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ବୈଠକ କରିବେ । କରୋନାକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକ…

ସମସ୍ତଙ୍କୁ ଜୀବନସାଥି ବାଛିବାର ଅଧିକାର ଅଛି

କଥିତ ଲଭ୍‌ ଜେହାଦ ବିରୋଧରେ  ୟୁପିରେ ସରକାର ଶକ୍ତ ଆଇନ୍‌ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ  ସମାନ ଲିଙ୍ଗି ବା ବିପରୀତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମ() ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଆଜି ପରଲୋକ ଘଟିଛି । ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ଥିଲେ । ସେ ୩ ଥର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ସହ ୬ ଥର ଲୋକସଭା ସଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ

ଭୁବନେଶ୍ୱର()  ବିଧାନସଭାରେ ଆଜି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ-୨୦୨୦ ପାରିତ ହୋଇଛି । ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ସଂଶୋଧନ ବିଲ ଗୃହରେ ପାରିତ ହୋଇଛି । ଏହା ସହ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ହୋଇଛି । ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଜେଲ

ଭୁବନେଶ୍ୱର() ବିଧାନସଭାରେ ଅତିଆବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ମିଳିବ ଜେଲଦଣ୍ଡ । ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡିତ କରାଯିବ । ଆଇନ ଅନୁଯାୟୀ ଧର୍ମଘଟ କରୁଥିବା କର୍ମଚାରୀ ଦଣ୍ଡିତ ହେବେ । ବେଆଇନ…

ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର

ଭୁବନେଶ୍ୱର()   ଓଟିଭି ଗ୍ରୁପ୍‌ ଠାରୁ ସବୁ ସମ୍ପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ । ଓଟିଭି ସିଓଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର । ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗତ ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ…

କମେଡିଆନ୍ ଭାରତୀ ସିଂହଙ୍କୁ ଜାମିନ

ମୁମ୍ବାଇ()  ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ କୋର୍ଟ । ତେବେ ୨୧ ନଭେମ୍ବର ବା ଗତ ଶନିବାର ଦିନ…