ରାଜଧାନୀରେ ବ୍ରିଟେନ ଫେରନ୍ତା,ବିମାନ ବନ୍ଦରରେ ବିଏମସିର କୋଭିଡ୍ ଟେଷ୍ଟ ବ୍ୟବସ୍ଥା
ଭୁବନେଶ୍ୱରରୁ ଚିହ୍ନଟ ହେଲେ ବ୍ରିଟେନ ଫେରନ୍ତା | ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି,ତାଙ୍କ ପରିବାର ସଦସ୍ୟ ଓ ତାଙ୍କ!-->…
