Odia News Portal

ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ ଚିଠି

ଭୁବନେଶ୍ୱର() ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ବିହାର ଭଳି ଓଡ଼ିଶାରେ ଦ୍ବିତୀୟ AIIMS ପାଇଁ…

ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ

ଭୁବନେଶ୍ୱର() ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥବା ଅବପାତ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚେନ୍ନାଇ ଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ କେନ୍ଦ୍ରୀଭୂତ ହୋଇଛି ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।…

ବିଧାନସଭାରେ ପାରିତ ହେଲା ଇଡକୋ ସଂଶୋଧନ ବିଲ୍

ଭୁବନେଶ୍ୱର() ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ । ଏନେଇ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର ବିକାଶ କରାଯିବ । କାରଖାନା ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ ହୋଇଛି ।

ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲ୍ଲୀ () ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ ହୋଇଛି । ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ ବ୍ୟାନ ହୋଇଥିବା ସୂଚନା ମିଳିଛି । ଭାରତର ଏକତା, ଅଖଣ୍ଡତା ପ୍ରତି ବିପଦ ଥିବା…

ପରୀ ମୃତ୍ୟୁ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର()  ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ, ‘ବିରୋଧୀ ଦଳ ୪ଟି ପ୍ରସଙ୍ଗ ଉଠାଇଛନ୍ତି । ବାପା, ମା ସୁରକ୍ଷା ବଳୟ ଭେଦ କରି ବିଧାନସଭା…

ହାଇଓ୍ବା ଧକ୍କାରେ ୬ ମୃତ

ନୟାଗଡ଼() ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶରଣକୁଳ ହାଇସ୍କୁଲ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହାଇଓ୍ବା ଧକ୍କା ଦେଇଥିଲା । ହାଇଓ୍ବା ଧକ୍କାରେ ପ୍ରଥମେ ୫ଜଣଙ୍କର…

ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ, କର୍ମଚାରୀଙ୍କୁ କରୁଛି ଶୋଷଣ

ଭୁବନେଶ୍ୱର() ପୁଣି ଆସିଲା ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ । କର୍ମଚାରୀଙ୍କୁ ଦରମା ନଦେଇ ଦୀର୍ଘ ଦିନ ଧରି କରୁଥିଲା ଶୋଷଣ । ଏନେଇ ମଙ୍ଗଳବାର ଓରଟେଲ୍‌ର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି । ଓରଟେଲ କମ୍ୟୁନିକେସନ ଲିମିଟେଡରେ କାର୍ୟ୍ୟ କରୁଥିବା ପ୍ରାୟ ୧୭ ଜଣ କର୍ମଚାରୀଙ୍କୁ…

ଡିସେମ୍ବରରେ ଖୋଲିବ ଶ୍ରୀମନ୍ଦିର

ପୁରୀ() କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨ୟ କିମ୍ବା ୩ୟ…

ଜଗିଲା ବାଲା ହିଁ ଚୋର

କଟକ () କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା…

ଅଭିନେତା ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ() ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଟିଭି ଓ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଆଶିଷ ରାୟ ଆଉ ନାହାନ୍ତି। ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଯୁଝିବା ପରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଉଭୟ କିଡ୍‌ନୀ ଖରାପ…