ମାଲ୍ୟବନ୍ତ ମଞ୍ଚରୁ ପୂର୍ବ ସରକାରଙ୍କୁ ଟାର୍ଗେଟ; ୪ ହଜାର କୋଟିର ପୁଂଜିନିବେଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ମିଳିବ…
ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳ କୁ ସ୍ୱାଭିମାନ ଅଂଚଳ ଘୋଷଣା କଲେ ପୁର୍ବ ସରକାର । ତେବେ ସ୍ୱାଭିମାନ ଅଂଚଳ ନୁହଁ ବରଂ ତାହା ଏବେ ଅଭିମାନ ଅଂଚଳ ହୋଇ ରହିଯାଇଛି । ଡବଲ ଇଂଜିନ ସରକାର ଏହାକୁ ବିକାଶ ଅଂଚଳରେ ପରିଣତ କରିବେ ବୋଲି ମାଲ୍ୟବନ୍ତ ମଞ୍ଚରୁ ପ୍ରତିଶୃତି ଦେଇ ପୁର୍ବ ବିଜେଡି!-->…
