Odia News Portal

ଆରମ୍ଭ ହେଲା ଡୋର ଟୁ ଡୋର ସ୍କ୍ରିନିଂ ସେବା

ଭୁବନେଶ୍ୱର() ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ୟ୍ୟକ୍ରମ…

ଆଉ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ, ଭୁବନେଶ୍ୱରରୁ ୨

ଭୁବନେଶ୍ୱର()  ରାଜ୍ୟରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ ୨, ବଲାଙ୍ଗୀର, ଜୟପୁର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ…

ବଡ଼ ଖବର, ଆଜି ୩୭୭୭ ପଜିଟିଭ, ଡେଞ୍ଜର ଜୋନରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର()  ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪କୁ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ ପାଇଁ ମଧ୍ୟ ଅନୁରୋଧ…

ଜେଇଇ ମେନ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର() କରୋନା ଯୋଗୁଁ ଜେଇଇ ମେନ ପରୀକ୍ଷାକୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା  । ପରୀକ୍ଷାକୁ ବାତିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା  । ପରେ କରୋନା କଟକଣା ମଧ୍ୟରେ ପରୀକ୍ଷା କରିବାକୁ ସୁପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଥିଲେ  । ଏହି ନିଦେ୍ର୍ଧଶ ପରେ…

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ରାଜ୍ୟ ବର୍ତ୍ତମାନ ପାଗ ଶୁଖିଲା ଥିବା ବେଳେ ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ପଶଚିମ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ମାଙ୍କଡ଼ ଦେହରେ କୋଭାକ୍ସିନ’ର ପରୀକ୍ଷା ସଫଳ

ନୂଆଦିଲ୍ଲୀ()  ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ପରୀକ୍ଷା କରାଯାଇଥିବାବେଳେ ତାହା ସଫଳ ହୋଇଛି  । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି  । କୋଭାକ୍ସିନ ପ୍ରୟୋଗ ଦ୍ୱାରା ମାଙ୍କଡ଼ ଶରୀରରେ ଆଂଟିବଡ଼ି ବିକଶିତ ହୋଇଛି  । ପୂର୍ବରୁ ଲ୍ୟାବରେ…

ଗରିମା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବ୍ୟକ୍ତି ଦ୍ୱାରା ମଳ ସଫେଇ ବ୍ୟବସ୍ଥା ଉଚ୍ଛେଦ ପାଇଁ ଆସିଛି ଏହି ‘ଗରିମା’ ଯୋଜନା । ୧୧୪ଟି…

ମୋ ପରିବାର କଂଗ୍ରେସ ସମର୍ଥିତ ହୋଇଥିଲେ ମଧ୍ୟ ବିଜେପି ଆମକୁ ସାହାଯ୍ୟ କଲା

ନୂଆଦିଲ୍ଲୀ()  କଙ୍ଗନା ରଣଓ୍ବାତଙ୍କ ମା’  ଆଶା ରଣଓ୍ବାତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଂପ୍ରତି ମହାରାଷ୍ଟ୍ରରେ କଙ୍ଗନାକୁ ନେଇ ଚାଲିଥିବା ରାଜନୀତି ଉପରେ ସେ କହିଛନ୍ତି ଯେ ଆମ ପରିବାର କିଛି ବର୍ଷଧରି କଂଗ୍ରେସକୁ ସମର୍ଥନ କରିଆସୁଥିଲୁ । ଏହା ଜାଣିମଧ୍ୟ ଗୃହମନ୍ତ୍ରୀ…

ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର() ବନ୍ୟା ପ୍ରଭାବିତଙ୍କ ଚାଷୀଙ୍କ ସହାୟତା ପାଇଁ ଆଜି ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ସହାୟତ ରାଶି ଘୋଷଣା ହୋଇଛି । ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା…